ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ
ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ #କଟକ(ଏନ୍.ଏମ୍.): ଭାରତୀୟ ଗଣନାଟ୍ୟ ସଂଘ-ଇପଟା ଚତୁର୍ଥ ରାଜ୍ୟ ସମ୍ମିଳନୀ କଟକର ସ୍ଥାନୀୟ ଅନ୍ନପୂର୍ଣ୍ଣା ଥିଏଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଇପଟାର ବରିଷ୍ଠ ସଦସ୍ୟ ସାଥି ଇନ୍ଦ୍ରଜିତ ଘୋଷ ପତାକା ଉତ୍ତୋଳନ କରିଥିଲେ । ଇପଟା ଜାତୀୟ ସମ୍ପାଦକ ଅମିତାଭ ଚକ୍ରବର୍ତ୍ତୀ ପ୍ରଦୀପ ପ୍ରଜ୍ଜଳନ କରି ଅନୁଷ୍ଠାନିକ ଭାବେ ସମ୍ମିଳନୀକୁ ଉଦଘାଟନ କରି ଜାନସାଧାରଣଙ୍କ ମୌଳିକ ସମସ୍ୟା, ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ ଜନଜାଗରଣ ସୃଷ୍ଟି କରିବା ପାଇଁ…
