ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ
ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସରକାରୀ ଯୋଜନା ଆତ୍ମସାତ ହେଉଥିବା ଅଭିଯୋଗ ଉଠିଛି । ବିଶେଷ କରି ଆଠଗଡ଼ ଉପଖଣ୍ଡରେ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରିହୋଇ ପଡ଼ୁଥିବାବେ ଳେ ଏହାକୁ…
