ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ
ଧୁମଧାମରେ ପାଳନ ହେଲା କୃଷ୍ଣେଶ୍ୱର ଦୋଳ ମେଲଣ #ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ନିମପୁର କୃଷ୍ନେଶ୍ୱର ମେଲଣ ପଡିଆରେ ସର୍ବପୁରାତନ ଦୋଳ ମେଲଣ ମହା ସମାରୋହରେ ପାଳିତ ହୋଇଯାଇଛି । ବିଭିନ୍ନ ଅଞ୍ଚଳରୁ ବିମାନରେ ଦୋଳଗୋବିନ୍ଦଙ୍କୁ ରୋଷଣୀ କରି ବିଭିନ୍ନ ନୃତ୍ୟ, ସଂଙ୍ଗୀତ, ଲଉଡି ନାଚ, ଘଣ୍ଟ ବାଦ୍ୟ, ବାଘ ନାଚ, ଢୋଲ ବାଦ୍ୟ, ତାଳମୂଳି ବାଦ୍ୟର ତାଳେ ତାଳେ ସାହି ଓ ବଜାର ପରିକ୍ରମା କରି କୃଷ୍ଣେଶ୍ୱର ମେଲଣ ପଡିଆରେ ଏକତ୍ରିତ କରାଯାଇଥିଲା । ମେଲଣରେ ଶତାଧିକ…
