ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ
ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ବାର୍ଷିକ ଉତ୍ସବ #ଆଠଗଡ(ଏନ୍.ଏମ୍.): ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ଜଷ୍ଟ ଫର ୟୁ’ର ଦ୍ୱିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ସୁଧାଂଶୁ ମୋହନ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ, କଣ୍ଠଶିଳ୍ପୀ ଆଲୋକ କୁଣ୍ଡୁ, ପ୍ରଖ୍ୟାତ ସଙ୍ଗୀତ ନିର୍ଦେଶକ ବାପୁ ଗୋସ୍ୱାମୀ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟର ବିଭିନ୍ନ…
