ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩
ରାଇରଙ୍ଗପୁର ବଣକାଟି ଗାଁ ହାଟ ପଡିଆରେ ମାଣ୍ଡିଆ ଖାଦ୍ୟ ମେଳା ୨୦୨୩ #ରାଇରଙ୍ଗପୁର(ଏନ୍.ଏମ୍.): ଓଡିଶା ସରକାରଙ୍କ ପ୍ରୟାସରେ ରାଜ୍ୟରେ ମିଲେଟ୍ ମିଶନ ଯୋଜନା କାର୍ଯ୍ୟ କରୁଛି । ଓଡିଶା ବାସୀଙ୍କୁ ପୁଷ୍ଟି ଶସ୍ୟ ଖାଦ୍ୟ କିପରି ପାଇବେ ସେ ନେଇ ପ୍ରତ୍ୟେକ ବ୍ଲକ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ବିଶେଷ ଭାବରେ ଯେଉଁଠି ଅଧିକ ମାଣ୍ଡିଆ ଚାଷ କରାଯାଉଅଛି ଉକ୍ତ ବ୍ଲକ ଗୁଡିକରେ ମିଲେଟ୍ ମିଶନ ଓଡିଶା ଦ୍ୱାରା ଚାଷୀମାନଙ୍କ ପାଇଁ ସଚେତନତା…
