ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ
ବୋଧପୁର ପଞ୍ଚାୟତରେ କର୍ମୀ ସମ୍ମିଳନୀ: ଲୋକଙ୍କ ଅଭିଯୋଗ ଶୁଣିଲେ ଓ ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ବିଧାୟକ #କଟକ ସଦର(ଏନ୍.ଏମ୍.): କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୋଧପୁର ପଞ୍ଚାୟତରେ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବିଧାୟକ ଶ୍ରୀ ବେହେରା ବୋଧପୁର ପଞ୍ଚାୟତରେ ପହଞ୍ଚିବା ପରେ ବିଜେଡି କର୍ମୀ ଓ ପଞ୍ଚାୟତ ବାସୀଙ୍କ…
