Nishkarsha

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ

ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍‌‌ଲାଇନ୍ ଆବେଦନ #କଟକ(ଏନ୍‌.ଏମ୍‌.): ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ଅନ୍‌‌ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍‌‌ଲାଇନ୍‌‌ରେ ଆବେଦନ କରିପାରିବେ । ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା ୨୩ଟି ଅନୁବାଦକ ପଦବୀ…

Read More

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି: ୫୦ଅଭିଯୋଗ ସମାଧାନ

ଖପ୍ରାଖୋଲରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି: ୫୦ଅଭିଯୋଗ ସମାଧାନ #ପାଟଣାଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ଖପ୍ରାଖୋଲ ବ୍ଲକ୍ ସଭା ଗୃହ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସବାୱାଲ, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରି ଯୋଗଦେଇ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ । ଏହି ଅବସରରେ ମୋଟ ୫୦ଟି ଅଭିଯୋଗ ଶୁଣାଣି କରିଥିବା ବେଳେ ୪୬ଟି ବ୍ୟକ୍ତିଗତ ଓ ୪ଟି ଗୋଷ୍ଠିଗତ ଅଭିଯୋଗ ରହିଥିଲା…

Read More

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ

କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉପଲକ୍ଷେ ଜ୍ୟୋତି ରଥ ପରିକ୍ରମା ଶୁଭାରମ୍ଭ #ପାଟଣାଗଡ(ଏନ୍‌.ଏମ୍‌.): ପାଟଣାଗଡ ଏନ୍‌ଏସି ସ୍ଥିତ ଭୁଲିଆ ଧର୍ମଶାଳା ଠାରେ ନିଖିଳ ଓଡ଼ିଶା ମେହେର (ଭୁଲିଆ)ସମାଜ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକ ଉତ୍ସବ ଓ ମହାସଭା ଉପଲକ୍ଷେ ଜ୍ୟୋତିରଥର ଶୁଭ ଆରମ୍ଭ ହୋଇଯାଇଛି । ଏହି ଜ୍ୟୋତି ରଥକୁ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ କୁମାର ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ…

Read More

ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି

ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି #ପାଟଣାଗଡ଼(ଏନ୍‌.ଏମ୍‌.): ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ଆଦି ପାଠ୍ୟୋପକରଣ, ପୋଷାକ ପରିଚ୍ଛଦ ଯୋଗାଇ ଦିଆଯାଉଛି । ସେହିଭଳି ପ୍ରତ୍ୟେକ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି; ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ନାଚ, ଗୀତ ଗପ ଆଦି ଜରିଆରେ ଶିକ୍ଷାଦାନ କରିପାରିବେ…

Read More

ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ

ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ #କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଛାଟ । ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ବାରବାଟୀ-କଟକ ବିଧାୟକ ଇଂ. ମୋକିମ ନାମାଙ୍କନ ଦାଖଲ ସମୟରେ କେତେକ ତଥ୍ୟ ଦେଇନଥିବା ଅଭିଯୋଗର ମାମଲାରେ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ସେ ଅପରାଧିକ ମାମଲାର…

Read More

ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ

ନେତାଙ୍କୁ ଆକୃଷ୍ଟ କରୁଛି ମୋଦୀ କ୍ରେଜ: ପଦ୍ମ ଧରିଲେ ପ୍ରେମାନନ୍ଦ ନାୟକ, ରାଜୁ ଦାସ ଓ ନରେନ ପଲେଇ #ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ରେଜ ଚାଲିଛି । ମୋଦୀଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ବହୁ ରାଜନେତା ନିଜ ନିଜ ଦଳ ଛାଡ଼ି ଏବେ ବିଜେପିରେ ସାମିଲ ହେବାରେ ଲାଗିଛନ୍ତି । ତେବେ ଇତି ମଧ୍ୟରେ ରାଜ୍ୟ ବିଜେପି ମଧ୍ୟ ଆମଦାନୀ ନେତାକୁ ଧରି ସଂଗଠନକୁ ସୃଦୃଢ଼ କରିବାରେ ଲାଗିଛି । ଅନ୍ୟପକ୍ଷରେ ସାଧାରଣ…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ କଂଗ୍ରେସ କର୍ମୀଙ୍କ ବନ୍ଧୁ ମିଳନ: ଶକ୍ତି ପ୍ରଦର୍ଶନ କଲେ ଯୁବନେତା ସୁକାନ୍ତ ସାହାଣୀ #ଜଗତପୁର(ଏନ୍‌.ଏମ୍‌.): କଟକ ସହରର ଜଣାଶୁଣା ଯୁବନେତା ସୁକାନ୍ତ ଚନ୍ଦ୍ର ସାହାଣୀଙ୍କ ଆବାହାକତ୍ୱରେ କଟକ-ଚୌଦ୍ୱାର ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଜଗତପୁର ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ତଥା କଟକ ନଗର ୮ନମ୍ବର ବ୍ଲକ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା ପୌରହିତ୍ୟ କରିଥିବାବେଳେ…

Read More

ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯିବ ମେମୋ: ୫ରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ !

ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଯିବ ମେମୋ: ୫ରେ ପ୍ରଧାନମନ୍ତ୍ରୀ କରିବେ ଶୁଭାରମ୍ଭ ! #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଏଣିକି ବହୁ ପ୍ରତିକ୍ଷୀତ ପରାଦୀପ-ହରିଦାସପୁର ରେଳ ଲାଇନରେ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍ । ପାରାଦୀପରୁ କେନ୍ଦ୍ରାପଡ଼ା ଦେଇ କେନ୍ଦୁଝର ଗଡ଼ିବ ମେମୋ ଟ୍ରେନ୍ । ଆସନ୍ତା ୫ ତାରିଖରେ ଓଡ଼ିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେଖାଇ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।…

Read More

ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ

ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ #କଟକ(ଏନ୍‌.ଏମ୍‌.): ଯୋବ୍ରା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଚଞ୍ଚକତା ପୂର୍ବକ ଆରଏଣ୍ଡବିକୁ ହସ୍ତାନ୍ତର କରିବା ସହ ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସେଠାରେ ପ୍ରତିବାଦ ସଭା କରାଯାଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି…

Read More

ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ

ପାଟଣାଗଡ଼ରେ ବିଧାୟକଙ୍କ ଶକ୍ତିପ୍ରଦର୍ଶନ #ପାଟଣାଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନକୁ ଦିନ କେଇଟା ବାକି ଥିବାବେଳେ ଏବେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି । ଏପରିକି ଲୋକପ୍ରତିନିଧିମାନେ ନିଜର ସ୍ଥିତିକୁ ସୁଦୃଢ଼ ଦର୍ଶାଇବା ପାଇଁ ବିଭିନ୍ନ ସ୍ଥାନରେ ଶକ୍ତିପ୍ରଦର୍ଶନ ସ୍ୱରୂପ ସାଧାରଣ ସଭା କରୁଥିବା ଦେଖିବାକୁ ମିଳିଛି । ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବଲାଙ୍ଗିର ଜିଲ୍ଲା,ପାଟଣାଗଡ଼ ବ୍ଲକ ୧୫ନମ୍ବର ଜୋନରେ ୧୦ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସହିତ ପ୍ରାୟ ୧୫ହଜାର ଜନସାଧାରଣଙ୍କୁ…

Read More

୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ

୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବାବେଳେ ଓଡ଼ିଶାରେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନରହିବା ଏବଂ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୬…

Read More

ଏବିଭିପିର ନଗର ସମ୍ମିଳନୀ

ଏବିଭିପିର ନଗର ସମ୍ମିଳନୀ #ବାସୁଦେବପୁର(ଏନ୍‌.ଏମ୍‌.): ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବାସୁଦେବପୁର ଶାଖାର ନଗର ସମ୍ମିଳନୀ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇ ଯାଇଛି । ଏହି ନଗର ସମ୍ମିଳନୀରେ ବାଲେଶ୍ୱର ବିଭାଗ ପ୍ରମୁଖ ରମେଶ ଚନ୍ଦ୍ର ବେହେରା ଓ ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ ଉପସ୍ଥିତ ଥିଲେ । ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଦର୍ଶ ଓ ବିଭିନ୍ନ ପ୍ରକାରର କାର୍ଯ୍ୟକର୍ମ ଉପରେ ରାଜ୍ୟ ସହ ସମ୍ପାଦକ ଉପସ୍ଥିତ…

Read More