Nishkarsha

ନୂଆପାଟଣା ଗ୍ରାମରେ ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କଲେ ବିଧାୟକ

ନୂଆପାଟଣା ଗ୍ରାମରେ ରାସ୍ତା ଉନ୍ନତିକରଣର ଶିଳାନ୍ୟାସ କଲେ ବିଧାୟକ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମପଞ୍ଚାୟତର ନୂଆପାଟଣା ଗ୍ରାମରେ ରାସ୍ତା ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟର ଶିଳାନ୍ୟାସ ହୋଇଯାଇଛି । ଏହି ଅବସରରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟର ଶିଳାନ୍ୟାସ କରିଥିଲେ । ତେବେ ନୂଆପାଟଣା ଗ୍ରାମର ପବିତ୍ର ସ୍ୱାଇଁଙ୍କ ଘର ଠାରୁ ଦିବାକର ମିଶ୍ରଙ୍କ ଘର ପର୍ଯ୍ୟନ୍ତ ଥିବା ୨.୫ କିଲୋମିଟର ବିଶିଷ୍ଟ ୨ଟି ଢଲାଇ…

Read More

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ #ନାରାୟଣପାଟଣା(ଏନ୍‌.ଏମ୍‌.): ରାଜ୍ୟରେ ଶ୍ରମିକ ଚାଲଣ ଥମିବାରେ ନାଁ ଧରୁନି । ବିଶେଷ କରି ଘର ପାଖରେ ଧନ୍ଦା ନମିଳିବା ଯୋଗୁଁ ରାଜ୍ୟବାହାରକୁ ଦାଦନ ଖଟିବା ପାଇଁ ରାଜ୍ୟରୁ ଲୋକ ଚାଲିଯାଉଛନ୍ତି । ମାତ୍ର ସେଠାରେ ବିଭିନ୍ନ ନିର୍ଯ୍ୟାତନାର ଶିକାର ହୋଇ ମଧ୍ୟ ଘରକୁ ସହଜରେ ଫେରି ପାରୁନାହାନ୍ତି । ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମୁନାହିଁ । କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ଆନ୍ଧ୍ରପ୍ରଦେଶ…

Read More

ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସୁବର୍ଣ୍ଣପୁର, କଟକ, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ୫ଟି ଉପକ୍ରମରେ ଚାଲିଛି ଲକ୍ଷ୍ମୀ ବସ: ଫେବୃଆରୀ ୨୧ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ସୁବର୍ଣ୍ଣପୁର,…

Read More

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା #କୋଣାର୍କ(ଏନ୍‌.ଏମ୍‌.): ବାପ-ଝିଅ ଭଳି ପବିତ୍ର ସମ୍ପର୍କରେ ବିଷ ମଞ୍ଜି ବୁଣି ଦେଇଛି ସଇତାନ ବାପା । ନିଜର ଯୌନଲାଳସାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ତଥା ଲଜ୍ଜାର ବିଷୟ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅଞ୍ଚଳରେ । ନାବାଳିକା ଝିଅକୁ ବାରମ୍ବାର ବଳାତ୍କାର କରୁଥିଲା । କଅଁଳ…

Read More

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ #କଟକ(ଏନ୍‌.ଏମ୍‌.): କଟକ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍‌ତାଇ କରୁଥିବା ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣ କୁଖ୍ୟାତ ଲୁଟେଣାକୁ ଆଜି ପୁରୀଘାଟ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୩୧ ଗ୍ରାମ୍ ଓଜନର ତିନୋଟି ସୁନା ଚେନ୍‌,ଗୋଟିଏ ବଜାଜ୍ ପଲସର ବାଇକ(ଓଡି-୦୭-ଏକ୍ୟୁ-୬୧୧୦) ଓ ଗୋଟିଏ ମାଷ୍ଟର କି ଜବତ କରିଛି । ପୁଲିସ…

Read More

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ #କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅଞ୍ଚଳରେ ଏବେ ବଢ଼ିଛି ଚୋରି ଭଳି ଅପରାଧ । ପୁଲିସ ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏମାନଙ୍କୁ ସାବାଡ କରିବା କଷ୍ଟକର ହୋଇପଡ଼ୁଥିବା ଆଲୋଚନା ହେଉଛି । ତଥାପି ହାର ମାନିନି କମିଶନରେଟ ପୁଲିସ । ଗତ ଶନିବାର ରାତିରେ ସ୍ଥାନୀୟ ମହାନଦୀବିହାର ସାରୁବଣିଆ ଅଞ୍ଚଳରେ ଚଢାଉ କରି ଚାଉଳିଆଗଞ୍ଜ୍ ପୁଲିସ ବିପୁଳ…

Read More

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅସହଯୋଗ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ରୂପାଲୀ ଲେଙ୍କା

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରଶାସନର ଅସହଯୋଗ ସତ୍ତ୍ୱେ ଶକ୍ତି ପ୍ରଦର୍ଶନ କଲେ ରୂପାଲୀ ଲେଙ୍କା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ଜୟଗାନରେ ପ୍ରକମ୍ପିତ କଲେ ସମର୍ଥକ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଜମିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଶିଳାନ୍ୟାସ କରିଛନ୍ତି । ୱେଲସ୍ପନ ଗ୍ରୁପ ପକ୍ଷରୁ ଏକ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ମାନୁଫାକ୍‌ଚରିଂ ଫାସିଲିଟି ଏବଂ ୱେୟାରହାଉସିଂ କମ୍ପେ୍ଲକ୍ସ ନିର୍ମାଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ…

Read More

ସାମ୍ବାଦିକକୁ ଆକ୍ରମଣର ଘୋର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ସାମ୍ବାଦିକକୁ ଆକ୍ରମଣର ଘୋର ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର #ଖୋର୍ଦ୍ଧା(ଏନ୍‌.ଏମ୍‌.): ଗଣମାଧ୍ୟମର ପ୍ରତିନିଧି ଜ୍ୟୋତି ମହାପାତ୍ରଙ୍କ ପ୍ରତି ଆକ୍ରମଣଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ନିୟୁ ଥୁଙ୍କିଙ୍ଗ୍ ଫୋରମ୍‌, ଖୋର୍ଦ୍ଧା ତରଫରୁ ଘୋର ନିନ୍ଦା କରାଯାଉଛି । ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି, ଗଣମାଧ୍ୟମ ହେଉଛି ସମାଜର ୪ର୍ଥ ସ୍ତମ୍ଭ । ଏମାନେ ସମାଜର ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି ।…

Read More

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପେ୍ଲକ୍ସ ପାଇଁ ଚୌଦ୍ୱାରରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ୩୦୦୦ କୋଟି ଟଙ୍କା ପୁଞ୍ଜିନିବେଶ, ପ୍ରତ୍ୟେକ୍ଷ ୧୦ ହଜାର ଓ ପରୋକ୍ଷ ୨୦ହଜାର ନିଯୁକ୍ତି ସୁଯୋଗ ପୁଞ୍ଜି ଆକର୍ଷଣରେ ଓଡିଶା ଶ୍ରେଷ୍ଠ ରାଜ୍ୟ- ୱେଲସ୍ପନ ଗ୍ରୁପ ଅଧ୍ୟକ୍ଷ ଶ୍ରୀ ଗୋଏଙ୍କା ୫୦ ଦଶକରେ ବିଜୁ ବାବୁ ଚୌଦ୍ୱାରରେ ଶିଳ୍ପ ବିକାଶରେ ଭିତ୍ତି ରଖିଥିଲେ, ଆଜି ଚୌଦ୍ୱାର ତା’ର ହୃତଗୌରବ ଫେରି ପାଇବାକୁ ଯାଉଛି- ମୁଖ୍ୟମନ୍ତ୍ରୀ #କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ…

Read More

ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା

ନିମପୁର ସାଇ ବାବାଙ୍କ କଳସ ଶୋଭା ଯାତ୍ରା ଜଗତପୁର(ଏନ୍‌.ଏମ୍‌.): ଶ୍ରୀସାଇ ନାଥ ସେବା ଟ୍ରଷ୍ଟ ପକ୍ଷରୁ ସାଇ ବାବାଙ୍କ ତ୍ରୟୋଦଶ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ମାଘ ସପ୍ତମୀ ଅବସରରେ ମହାନଦୀ ବଟେଶ୍ୱର ଘାଟରୁ ଜଳ ପୂର୍ଣ୍ଣ କଳସୀ ଧରି ବହୁ ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ଯଜ୍ଞସ୍ଥଳକୁ ଆସିଥିଲେ । ବିଭିନ୍ନ ଘଣ୍ଟ ବାଦ୍ୟ ଓ ଡିଜେ ସାଉଣ୍ଡର ତାଳେ ତାଳେ ଶ୍ରଦ୍ଧାଳୁମାନେ ସ୍ଥାନୀୟ ଶିକାରୀପୁର, କୃଷ୍ଣେଶ୍ୱର ମନ୍ଦିର, ଗୟାନା ଛକ,…

Read More

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକ

ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର କାର୍ଯ୍ୟକର୍ତ୍ତା ବୈଠକ #ଚୌଦ୍ୱାର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ରାଜନୈତିକ ଦଳ ଏବେ ଠାରୁ ନିଜସ୍ୱ ରଣନୀତି ପ୍ରସ୍ତୁତ କଲେଣି । ବୁଥସ୍ତରରେ ସଂଗଠନକୁ ମଜଭୁତ କରି ଭୋଟକୁ କିଭଳି ନିଜ ସପକ୍ଷକୁ ଅଣାଯାଇ ପାରିବ ଦଳୀୟ ନେତା ଓ କର୍ମୀ ଏବେ ତତ୍ପର । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କେନ୍ଦ୍ରସରକାରଙ୍କ ଜନହିତକର ଯୋଜନା ଏବଂ ପୂର୍ବ ଦିଗର ଭାରତର ନୂତନ ସୂର୍ଯ୍ୟୋଦୟ ସମ୍ପର୍କରେ ବିଭିନ୍ନ…

Read More

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ

ଓଡିଶା ସଚିବାଳୟ ସେବା ବର୍ଗର କାର୍ଯ୍ୟବନ୍ଦ ଆନ୍ଦୋଳନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡିଶା ସଚିବାଳୟ ସେବା ସଂଘ ଆହ୍ୱାନ କରିଥିବା ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କ୍ରମାଗତ ତୃତୀୟ ଦିନରେ ପହଞ୍ଚିଥିବା ସମୟରେ, ସଚିବାଳୟର ଦୈନନ୍ଦିନ କାର୍ଯ୍ୟବାଧାପ୍ରାପ୍ତ ହେବାଦ୍ୱାରା ରାଜ୍ୟର ସର୍ବୋଚ୍ଚ ଅନୁଷ୍ଠାନ ସମ୍ପୂର୍ଣ୍ଣ ପକ୍ଷାଘାତ ହୋଇପଡିଛି । ବହୁ ସଂଖ୍ୟାରେ ରାଜ୍ୟ ସଚିବାଳୟ ସେବା ଅଧିକାରୀମାନେ ସରକାରଙ୍କନିକଟରେ ବିଚାରାଧିନ ଥିବା ଆଇନଗତ ନ୍ୟାଜ୍ୟ ଦାବିର ପୂରଣ ନିମନ୍ତେ ଶାନ୍ତିପୂର୍ଣ୍ଣ ଭାବରେ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପଡିଆରେ ଏକତ୍ରିତ…

Read More