ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା
ମାରୱାଡ଼ି ମିତ୍ର ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା #କଟକ(ଏନ୍.ଏମ୍.): ସ୍ଥାନୀୟ ସିଡିଏସ୍ଥିତ ମାରୱାଡ଼ି ମିତ୍ର ମଣ୍ଡଳ ପକ୍ଷରୁ ବାବା ଶ୍ୟାମଙ୍କ ଦ୍ୱିତୀୟ ନିଶାନ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ବାବା ଶ୍ୟାମଙ୍କ ଏକ ସୁସଜ୍ଜିତ ରଥରେ ବସାଇ ଅଞ୍ଚଳ ପରିକ୍ରମା କରାଯାଇଥିଲା । ଏହି ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ବିଭିନ୍ନ ବାଦ୍ୟର ତାଳେ ତାଳେ ନାଚି ନାଚି ପ୍ରଭୁ ଶ୍ୟାମଙ୍କ ପ୍ରେମରେ ଉଦ୍ଭାଷିତ ହୋଇ ପଡ଼ିଥିଲେ । ଶୋଭାଯାତ୍ରାରେ ବିଭିନ୍ନ…
