ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ
ରାଇରଙ୍ଗପୁରର ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ପକ୍ଷରୁ ରଙ୍ଗ ରଙ୍ଗୋଲି ଓ ସମ୍ବର୍ଦ୍ଧନା ଉତ୍ସବ #ରାଇରଙ୍ଗପୁର(ଏନ୍.ଏମ୍.): ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳର ଅନନ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ ଆନୁକୁଲ୍ୟରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ମନୋଜ ଦାସଙ୍କ ପୌରହିତ୍ୟରେ ବସନ୍ତ ଉତ୍ସବ ‘ରଙ୍ଗ ରଙ୍ଗୋଲି’ ଏବଂ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବସନ୍ତ ଉତ୍ସବ ପରିପ୍ରେକ୍ଷୀରେ ଅପରାହ୍ନରେ କବିତା ଆସର ‘ଫଗୁଣରେ ଫଗୁ’ ଶିକ୍ଷକ ରଂଜନ ନନ୍ଦ, ଡଃ ଦିଗମ୍ବର ଗିରି ଏବଂ ତିମିର…
