ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ
ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ #କଟକ(ଏନ୍.ଏମ୍.): ଯୋବ୍ରା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଚଞ୍ଚକତା ପୂର୍ବକ ଆରଏଣ୍ଡବିକୁ ହସ୍ତାନ୍ତର କରିବା ସହ ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସେଠାରେ ପ୍ରତିବାଦ ସଭା କରାଯାଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି…
