ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରସ୍ତାବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ପ୍ରସ୍ତାବ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କର #ଭୁବନେଶ୍ୱର(ଏନ୍‌.ଏମ୍‌.): ଉତ୍ତର ଓଡ଼ିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଓ କେନ୍ଦୁଝର ଜିଲାର ଆର୍ଥିକ ବିକାଶ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଢାଞ୍ଚାରେ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

Read More

ମଉଳି ଗଲା ବିଜେପି-ବିଜେଡି ମେଣ୍ଟ ଆଶା: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ପୁଣି କହିଲେ ମନମୋହନ

ମଉଳି ଗଲା ବିଜେପି-ବିଜେଡି ମେଣ୍ଟ ଆଶା: ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ପୁଣି କହିଲେ ମନମୋହନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ବେଶ କିଛି ଦିନ ଚର୍ଚ୍ଚା ଚାଲିଥିବାବେଳେ ଏବେ ମେଣ୍ଟ ଆଶା ଧିରେ ଧିରେ ମଉଳିବାରେ ଲାଗିଛି । ମେଣ୍ଟ ନେଇ ବିଜେଡି ଏ ପର୍ଯ୍ୟନ୍ତ ମୁହଁ ଖୋଲିନଥିବାବେଳେ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେବେ ବୋଲି କହି କର୍ମୀମାନେ ପ୍ରସଙ୍ଗରୁ ଏଡାଇ ଯାଇଛନ୍ତି ।…

Read More

କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ

କଟକ କମିଶନରେଟ ପୁଲିସର ସଫଳତା:୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ୨ ଗିରଫ #କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ଆଜି ପୁଲିସ ହାତରେ ଦୁଇ ଆନ୍ତଃରାଜ୍ୟ ବ୍ରାଉନ ସୁଗର ବେପାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ୨୫୭ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । କଳାବଜାରରେ ଏହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଉଛନ୍ତି ପଶ୍ଚିମବଙ୍ଗର ମୁର୍ସିଦାବାଦର ସାଗରଡିହି ଥାନା ଅନ୍ତର୍ଗ ଈଶ୍ୱର ମାହାରା (୩୧)…

Read More

ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ

ବିଧାୟକଙ୍କ ଦ୍ୱାରା ନୂତନ ଶ୍ରେଣୀ ଗୃହ ଉଦ୍ଘାଟନ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଳକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଥିବା କୟଳପଡ଼ା ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ତେବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ବିଭିନ୍ନ ଯୋଜନା ସହ ଶୈଖିକ ବାତାବରଣ ସୃଷ୍ଟି କରି ଶିକ୍ଷାର ମାନ ବୃଦ୍ଧି କରିବା ସହ ବିଦ୍ୟାର୍ଥୀମାନଙ୍କ ଆକୃଷ୍ଟ ବଢୁଥିବାବେଳେ ଆଜି ଉକ୍ତ…

Read More

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା; ଓସେପାର ମେରିଟ୍ ଲିଷ୍ଟ ଖାରଜ #କଟକ (ଏନ.ଏମ୍‌.): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି । ଓସେପାର ମେରିଟ୍ ଲିଷ୍ଟ ସହ ଜିଲ୍ଲାୱାରୀ ମେରିଟ୍ ଲିଷ୍ଟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଏଥିସହ ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓସେପା ପକ୍ଷରୁ ପ୍ରଥମେ ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ କରାଯାଇଥିଲା…

Read More

ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ #ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହା ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା । ଏ ନେଇ ଏଯାବତ ଶେଷ ହୋଇନି ବିଚାର ବିମର୍ଶ । ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ । ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ସ୍ଥିତ ୧୯-କୃଷକ…

Read More

ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର

ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ ବୃଦ୍ଧି କଲେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଏଥର ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଆସିଛି ଖୁସିର ଖବର । ରାଜ୍ୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛନ୍ତି ରାଜ୍ୟ ସରକାର । ଶେଷରେ ସେମାନଙ୍କ ପାରିତୋଷିକ ଓ ଭତ୍ତା ବୃଦ୍ଧି କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ନୂତନ ବିଜ୍ଞପ୍ତି ଅନୁଯାୟୀ, ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ…

Read More

ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !

ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା ! #ଭୁବନେଶ୍ୱର/ନୂଆଦିଲ୍ଲୀ(ଏନ୍‌.ଏମ୍‌.): ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲୀରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମିଳିତ ଭାବେ ନିର୍ବାଚନ ଲଢ଼ିବେ…

Read More

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ପଟେ ବିଜେପି-ବିଜେଡି ମଧ୍ୟରେ ପୂର୍ବଭଳି କାଦୁଅ ଫିଙ୍ଗା ହେଉନଥିବାବେଳେ ସ୍ପଷ୍ଟ ହେଉନି ମେଣ୍ଟ ନିଷ୍ପତ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାଗସ୍ତରେ ଆସି ଥିବାବେଳେ କର୍ମୀମାନେ ଭାବିଥିଲେ ଏଥର ବିଜେଡି ସରକାର ବିରୋଧରେ ବର୍ଷିବା ସହିତ କର୍ମୀମାନଙ୍କୁ ନିର୍ବାଚନନେଇ ଉତ୍ସାହିତ କରିବେ…

Read More

କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ

କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ ବିହାରରୁ ବନ୍ଧୁକ ଆଣି କରୁଥିଲେ ବେପାର, ୩ ଗିରିଫ ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ବିଭିନ୍ନ ଅପରାଧ ନିମନ୍ତେ ବ୍ୟବହୃତ ଚୋରା ବନ୍ଧୁକ ଯୋଗାଉଥିବା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ବନ୍ଧୁକଗୁଡ଼ିକ ବିହାରଣୁ ଆଣି ଏଠାରେ ବିଭିନ୍ନ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ସମ୍ପର୍କରେ ପୁଲିସକୁ ମିଳିଛି…

Read More

ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍‌

ପାଣ୍ଡିଆନଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସ୍ୱଚ୍ଛ ଓ ଜଳ ସାଥୀ ମହିଳା: ଅଭିଯୋଗ ଜଣାଇବାକୁ ଛାଡ଼ିଲାନି ପୁଲିସ୍‌ #କଟକ(ଏନ୍‌.ଏମ୍‌.): ସିଏମସି ଅଧୀନରେ କାର୍ଯ୍ୟରତ ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ମହିଳାମାନଙ୍କୁ ଆଜି ନିରାଶ ହେବାକୁ ପଡ଼ିଛି । କଟକ ଗସ୍ତରେ ଆସିଥିବା ବିଜେଡି ନେତା ତଥା ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସେମାନେ ଭେଟିବାକୁ ଚାହୁଁଥିଲେ । ପାଣ୍ଡିଆନଙ୍କୁ ଭେଟି ସେମାନେ ନିଜର ସମସ୍ୟା ସମ୍ପର୍କରେ କହିଥାଆନ୍ତେ । କିନ୍ତୁ କଟକ କମିଶନରେଟ ପୁଲିସ ମହିଳାମାନଙ୍କୁ ଏଥିପାଇଁ…

Read More

ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି

ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି #ଖପ୍ରାଖୋଲ(ଏନ୍‌.ଏମ୍‌.): ବଲାଙ୍ଗୀର ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ବିଶେଷ କରି ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବେଆଇନ ନିଶା କାରବାର ରୋକିବାରେ ପ୍ରଶାସନ ବିଫଳ ହେଉଥିବା ଚର୍ଚ୍ଚା ହେଉଛି । ବେଆଇନ ଗଞ୍ଜେଇ ଚାଲଣ ସମୟରେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏସବୁର ଗୁମର ଖୋଲିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ଚରାଭଟା…

Read More