ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୬ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ଆଜି ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୀର୍ଘ ଦିନର ଚର୍ଚ୍ଚାର ଅବସାନ ଘଟିବା ପରେ ଏବେ ଜନସାଧାରଣଙ୍କୁ ସ୍ପଷ୍ଟ କରିଛନ୍ତି ଉଭୟ ଦଳର ନେତୃତ୍ୱ । ବିଜେପି ରାଜ୍ୟରେ…

Read More

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ

ବିଜେଡିରୁ ଇସ୍ତଫା ଦେଲେ ସାଂସଦ ଭର୍ତ୍ତୃହରି ମହତାବ ‘ଦଳଠାରୁ ଦୂରେଇ ଗଲେ ପ୍ରଖର କାମ କରିପାରିବି’ #କଟକ(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ରାଜନୈତିକି ଶିବିରରେ ଦୁନ୍ଦୁଭି ବାଜୁଥିବାବେଳେ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବ ବିଜେଡିରୁ ଇସ୍ତଫା ଦେବା ରାଜନୈତିକ ସମୀକ୍ଷକଙ୍କ ଅଙ୍କକୁ ସତେ ଯେମିତି ବିଗାଡ଼ି ଦେଇଛି । ହଠାତ ଶ୍ରୀ ମହତାବ ଇସ୍ତଫା ଦେବା ପରେ ରାଜନୈତିକ ପାଣିପାଗ କେଉଁ ଆଡ଼କୁ ଯାଉଛି ତାହାକୁ ଦେଖିବାକୁ ବାକି ରହିଲା । ଏହି ଅବସରରେ ଭର୍ତ୍ତୃହରି ମହତାବ…

Read More

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା

ଓଡ଼ିଶା ସାଧାରଣ ନିର୍ବାଚନ: ଭାଙ୍ଗିଲା ବିଜେଡି-ବିଜେପି ମେଣ୍ଟ ଆଶା ଏକାକୀ ଲଢ଼ିବାକୁ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ସାଧାରଣ ନିର୍ବାଚନ ଏବଂ ବିଜେଡି-ବିଜେପି ମେଣ୍ଟ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦୀର୍ଘ ଦିନ ଧରି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ପ୍ରତିଥର ଏହାକୁ ଖଣ୍ଡନ କରିଥିଲେ ମନମୋହନ । ତଥାପି ବିଭିନ୍ନ ମହଲରେ ଆଲୋଚନା ବୈଠକ ଚାଲୁଥିବା ବେଳେ ବିଜେଡି-ବିଜେପି ମେଣ୍ଟକୁ ନେଇ…

Read More

ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ

ଆଉ ନାହାନ୍ତି ଓଡ଼ିଶା ରାଜନୀତିର ମହାଦ୍ରୁମ ଦାମୋଦର ରାଉତ #ଭୁବନେଶ୍ୱର/ଜଗତସିଂହପୁର(ଏନ୍‌.ଏମ୍‌.): ବିଶିଷ୍ଟ ଜନନାୟକ ତଥା ଓଡ଼ିଶା ରାଜନୀତିର ମହାଦ୍ରୁମ ତଥା ବାକ୍ୟ ବାଣ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଆଉ ନାହାନ୍ତି । ୮୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି । ଶୁକ୍ରବାର ଭୋର ୫ଟା ୨୩ ମିନିଟରେ ଏହି ବର୍ଷୀୟାନ ନେତାଙ୍କ ପରଲୋକ ନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ଦୀର୍ଘ ଦିନ…

Read More