ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ

ରାଜ୍ୟରେ ମେଣ୍ଟ ହେବା ନେଇ ସବୁଜ ସଂକେତ: ୧୨ରେ ଓଡ଼ିଶା ଆସିବେ ଅମିତ ଶାହ ! #ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ସାଧାରଣ ନିର୍ବାଚନ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ପ୍ରସ୍ତୁତି ଜୋରଦାର ଚାଲିଥିବାବେଳେ ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଆଜି ଉଭୟ ଦଳପକ୍ଷରୁ କର୍ମକର୍ତ୍ତାଙ୍କୁ ନେଇ ହୋଇଥିବା ବୈଠକରେ ମେଣ୍ଟକୁ ସବୁଜ ସଂକେତ ମିଳିଥିବା ସୂଚନା ମିଳୁଛି । ଗୋଟିଏ ପଟେ ନବୀନ ନିବାସରେ ବିଜେଡି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ…

Read More

କଳ୍ପନା ଜଳ୍ପନାର ଅନ୍ତ, ନବୀନ ନିବାସ ବୈଠକ: ବିଜେପି ସହ ମେଣ୍ଟ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

କଳ୍ପନା ଜଳ୍ପନାର ଅନ୍ତ, ନବୀନ ନିବାସ ବୈଠକ: ବିଜେପି ସହ ମେଣ୍ଟ ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନରେ ବିଜେପି-ବିଜେଡି ମେଣ୍ଟ ପାଇଁ ରାସ୍ତା ଧିରେ ଧିରେ ପ୍ରଶସ୍ତ ହେବାରେ ଲାଗିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଠିକ୍ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନୀ ମେଣ୍ଟ ହେବାକୁ ଯାଉଛି । ଗତ ଦେଢ଼ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମେଣ୍ଟ ଚର୍ଚ୍ଚା ଏବେ ସତ…

Read More

ପାଟଣାଗଡରେ ବ୍ଳକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ

ପାଟଣାଗଡରେ ବ୍ଳକସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ #ପାଟଣାଗଡ଼(ଏନ୍‌.ଏମ୍‌.): ପ୍ରବାଦ ପୁରୁଷ ବିଜୁଙ୍କ ୧୦୮ ତମ୍ମ ଜୟନ୍ତୀ ପାଳନ ଅବସରରେ ପଞ୍ଚାୟତ ରାଜ ଓ ଲୋକସେବା ଦୀବସ ପାଟଣାଗଡ ବ୍ଳକ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ବ୍ଳକ ଉପାଧ୍ୟକ୍ଷା ଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସିଂ ସାହୁ ମୂଖ୍ୟଅତିଥି , ପାଟଣେଶ୍ୱରୀ ମହିଲା ମହାବିଦ୍ୟାଳୟର ଅଧ୍ୟକ୍ଷ ଅମିତାଭ ଠାକୁର ମୂଖ୍ୟବକ୍ତା, ପାଟଣାଗଡ଼ ବିଡିଓ ସୁମନ୍ତ ମିଞ୍ଜ, ଜିପିଇଓ ନୀଳକାନ୍ତ…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ

ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆତ୍ମ ନିର୍ଭରଶୀଳ କାର୍ଯ୍ୟକ୍ରମ #ଚୌଦ୍ୱାର (ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ପ୍ରଥମ ବର୍ଷର କଳା, ବାଣିଜ୍ୟ, ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ନେଇ ଏକ ଆତ୍ମ ନିର୍ଭରଶୀଳ ସୁରକ୍ଷା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ୧୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଯାରି ରହିବ ବୋଲି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି । ତେବେ ରାଜ୍ୟ ସରକାରଙ୍କ ଛାତ୍ରୀମାନଙ୍କ ଆତ୍ମ ନିର୍ଭରଶୀଳ ସୁରକ୍ଷା ପାଇଁ ଏହି କାର୍ଯ୍ୟକ୍ରମ…

Read More

ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି

ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତି ପାଇଲେ ଆଇନଜୀବୀ ଅକ୍ଷୟ କୁମାର ପତି #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆଇନଜୀବୀ ଅକ୍ଷୟ କୁମାର ପତି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଭିନ୍ନ ମୋକଦ୍ଦମାର ପରିଚାଳନା ନିମନ୍ତେ ଆଡ୍ ଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଅନୁମୋଦନ କ୍ରମେ ଓଡ଼ିଶା ସରକଙ୍କ ଦ୍ୱାରା ଆଡିସନାଲ ଷ୍ଟାଣ୍ଡିଂ କାଉନସିଲ ଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ପତିଙ୍କ ବିଭିନ୍ନ ମୋକଦ୍ଦମାର ପରିଚାଳନା ଦକ୍ଷତା ଓ ଅଭିଜ୍ଞତାକୁ ବିଚାର କରି ତାଙ୍କୁ ଏହି ପଦବୀରେ ନିଯୁକ୍ତି କରାଯାଇଛି…

Read More

ରାଜ୍ୟରେ ଶାଣିତ ହେଉଛି ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସକୁ ହେଲା ଡକରା

ରାଜ୍ୟରେ ଶାଣିତ ହେଉଛି ମେଣ୍ଟ ଚର୍ଚ୍ଚା: ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସକୁ ହେଲା ଡକରା #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଚର୍ଚ୍ଚା ସେତିକି ଶାଣିତ ହେବାରେ ଲାଗିଛି । କିଛି ଦିନତଳେ ମେଣ୍ଟକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ଉଭୟ ଦଳର ନେତାମାନେ ତାକୁ ଖଣ୍ଡନ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବା…

Read More