ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍ଲାଇନ୍ ଆବେଦନ
ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦ ପାଇଁ ଅନ୍ଲାଇନ୍ ଆବେଦନ #କଟକ(ଏନ୍.ଏମ୍.): ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦବୀରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୩ ତାରିଖରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୭ ରହିଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ । ବୟସ ସୀମା, ଶିକ୍ଷାଗତ ଯୋଗ୍ୟତା ଓ ଦରମା ୨୩ଟି ଅନୁବାଦକ ପଦବୀ…
