ନେତାଜୀ ଜୟନ୍ତୀରେ ବିଶାଳ ରକ୍ତଦାନ ଶିବିର

ନେତାଜୀ ଜୟନ୍ତୀରେ ବିଶାଳ ରକ୍ତଦାନ ଶିବିର କଟକ(ଏନ୍‌.ଏମ୍‌.): ମହାନ ରାଷ୍ଟ୍ର ନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ କଟକ ଓଡ଼ିଆ ବଜାର ନେତାଜୀ ସେବା ସଦନ ମେଡିକାଲ ଠାରେ ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ଶୁଭାରମ୍ଭ କରିଥିଲେ । ଏଥିରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ସିଏମସି ମେୟର…

Read More

ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା: ଜଗତପୁର ଡ୍ରେନ ପାଲଟିଛି ମରଣଯନ୍ତା

ଜେଇ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା: ଜଗତପୁର ଡ୍ରେନ ପାଲଟିଛି ମରଣଯନ୍ତା #ଜଗତପୁର (ଏନ୍‌.ଏମ୍‌.): ସିଏମସି ଅଞ୍ଚଳରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ବିଧାୟକଙ୍କ ଠାରୁ ଆରମ୍ଭ କରି ମେୟର ଓ କର୍ପୋରେଟରମାନେ ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଓଲଟା ଦେଖିବାକୁ ମିଳୁଛି । କଟକ ସହରରେ ଅନେକ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ି ରହିବା ଯୋଗୁଁ ଏହି ପ୍ରକଳ୍ପ କେବଳ ଜନସାଧାରଣ କାହିଁକି ଜୀବଜନ୍ତୁଙ୍କ ପାଇଁ ମଧ୍ୟ…

Read More

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ

ମାଟି ଅତଡ଼ା ଧସି ୨ ଶ୍ରମିକ ମୃତ କେନ୍ଦୁଝର(ଏନ୍‌.ଏମ୍‌.): ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ପାଇଁ ଡିଆଇ ପାଇପ ଲାଇନ୍ ବିଛାଇବା କାର୍ଯ୍ୟ ଚାଲିଥିବା ବେଳେ ମାଟି ଅତଡ଼ା ଧସି ପଡ଼ିବାରୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଆଜି ଅପରାହ୍ନରେ ଘଟିଛି ଏହି ଘଟଣା ।ମୃତକ ଦ୍ୱୟ ହେଉଛନ୍ତି ଯାଡ଼ାର ତଲକ ହଟିଙ୍ଗ ଅଞ୍ଚଳର ଚରଣ ଲୋହାର ଓ ଅର୍ଜୁନ ଲୋହାର ବୋଲି ଜଣାପଡ଼ିଛି । ଏକ ଠିକା…

Read More

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ପାଟଣାଗଡ଼ ବିଧାୟକ

ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେଲେ ପାଟଣାଗଡ଼ ବିଧାୟକ ବଲାଙ୍ଗୀର(ଏନ୍‌.ଏମ୍‌.): ରାମଲାଲାଙ୍କ ଭବ୍ୟ ମନ୍ଦିର ଓ ପ୍ରାଣ ପ୍ରତିଷ୍ଠା ଉତ୍ସବ ସାରା ଦେଶରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ ଏହାକୁ ବଡ ଆନନ୍ଦ ଉଲ୍ଲାସର ପାଳନ କରାଯାଇଥିଲା । ବିଭିନ୍ନ ଜିଲ୍ଲା, ସଦର ମହକୁମା ତଥା ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ମଧ୍ୟ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି…

Read More

ଦଳକୁ ଫେରିଲେ ହେଭି ୱେଟ ନେତା: ମୋକିମ, ଚିରଞ୍ଜୀବୀଙ୍କ ଉପରୁ କଂଗ୍ରେସ ହଟାଇଲା ନିଲମ୍ବନ, କୃଷ୍ଣଚନ୍ଦ୍ରଙ୍କ ଉପରୁ ହଟିଲା ବହିଷ୍କାର

ଦଳକୁ ଫେରିଲେ ହେଭି ୱେଟ ନେତା: ମୋକିମ, ଚିରଞ୍ଜୀବୀଙ୍କ ଉପରୁ କଂଗ୍ରେସ ହଟାଇଲା ନିଲମ୍ବନ, କୃଷ୍ଣଚନ୍ଦ୍ରଙ୍କ ଉପରୁ ହଟିଲା ବହିଷ୍କାର ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ନିଜର ସ୍ଥିତିକୁ ସୁଦୃଢ଼ କରିବା ନିମନ୍ତେ ଉଭୟ ହେଭି ୱେଟ ନେତା ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇଛି । ସେହିପରି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ବହିଷ୍କାର ଆଦେଶ…

Read More

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜୀବ

କଂଗ୍ରେସ ପ୍ରଭାରୀଙ୍କୁ ଭେଟିଲେ ମୋକିମ ଓ ଚିରଞ୍ଜୀବ ଭୁବନେଶ୍ୱର(ଏନ୍‌.ଏମ୍‌.): ୬ ମାସରୁ ଅଧିକ ଦିନ ଧରି କଂଗ୍ରେସରୁ ନିଲମ୍ବନ ହୋଇଥିବା ଇଂ. ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ ଖୁବଶୀଘ୍ର ଦଳକୁ ଫେରିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ସୂଚନା ଅନୁଯାୟୀ ଆଜି ଏହି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଖୋଦ୍ ଅଜୟ କୁମାର ମଧ୍ୟ ଏନେଇ ଆଭାସ…

Read More

୩୮ ଆଇଏଏସ୍ ଅଫିସରଙ୍କ ବଦଳି: ବଦଳିଲେ ୧୭ଜିଲ୍ଲାର ଜିଲ୍ଲାପାଳ

୩୮ ଆଇଏଏସ୍ ଅଫିସରଙ୍କ ବଦଳି: ବଦଳିଲେ ୧୭ଜିଲ୍ଲାର ଜିଲ୍ଲାପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଜି ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସର୍ବାଧିକ ଚର୍ଚ୍ଚାରେ ଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସରକାରଙ୍କ ରୋଷର ଶିକାର ହେବାକୁ ପଡ଼ିଛି । ସମର୍ଥଙ୍କୁ ଜିଲ୍ଲାପାଳ ପଦରୁ ହଟାଇ ଶ୍ରୀମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ…

Read More

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମୁଖର

ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ନେଇ ସମ୍ପୂର୍ଣ୍ଣ ଦେଶ ଉତ୍ସବ ମୁଖର କଟକ/ଅଯୋଧ୍ୟା(ଏଜେନ୍ସି): ଅଯୋଧ୍ୟାରେ ବିରାଜିଲେ ପ୍ରଭୁ ରାମଲଲା । ଅଯୋଧ୍ୟା ରାମ ମନ୍ଦିରରେ ସଂପନ୍ନ ହେଲା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ । କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି । ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି । ପ୍ରଥମେ ପବିତ୍ର ସରଯୁ…

Read More

ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ

ସିଏମସି ୩ ନମ୍ବର ୱାର୍ଡ଼ରେ କଂଗ୍ରେସର ସାଙ୍ଗଠନିକ ପ୍ରସ୍ତୁତି ବୈଠକ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୩ନମ୍ବର ୱାର୍ଡ କଂଗ୍ରେସ ପକ୍ଷରୁ ସ୍ଥାନୀୟ ସିଡିଏ-୧୧ ଠାରେ ଏକ ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ପୂର୍ବତନ ସଭାପତି ଗିରିବାଳା ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ୱାର୍ଡ ଅଞ୍ଚଳରେ କିପରି ସଂଗଠନକୁ ଆହୁରି ସୁଦୃଢ କରାଯିବ ଏବଂ କିପରି ଭାବେ ଅଧିକରୁ ଅଧିକ ଯୁବକ,…

Read More

ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ

ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ବାର୍ଷିକ ଶ୍ରାଦ୍ଧବାର୍ଷିକୀ #କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସମାଜବାଦୀ ନେତା ପ୍ରାକ୍ତନ ବିଧାୟକ ସ୍ୱର୍ଗତଃ ରାଜେନ୍ଦ୍ର ପ୍ରସାଦ ସିଂହଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ସିଡିଏସ୍ଥିତ ଉଣ୍ଡିସର ପାଲେସ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ମେୟର ସୁବାସ ସିଂହ ଯୋଗଦେଇ ରାଜେନ୍ଦ୍ର ପ୍ରସାଦ ବହୁବିଧ ପ୍ରତିଭାର ଅଧିକାରୀ ବୋଲି ମତ ପ୍ରକାଶ କରିଥିଲେ । ସେ ଜଣେ ଗୀତିକାର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ପ୍ରାବନ୍ଧିକ, ଲେଖକ, ରାଜନୈତିକ ସମୀକ୍ଷକ ଏବଂ ତେଜସ୍ୱୀ…

Read More

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

ଏନଆରଆରଆଇ ଠିକା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ #କଟକ(ଏନ୍‌.ଏମ୍‌.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏନଆରଆରଆଇ କଣ୍ଟ୍ରାକ୍ଟ ଲେବର ୟୁନିୟନର ବାର୍ଷିକ ସମ୍ମିଳନୀ ସଂଘର ସଭାପତି ବସନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ପୂର୍ବତନ ରାଜ୍ୟ ସଭାପତି ଇଂ ଶ୍ରୀକାନ୍ତ କୁମାର ବ୍ରହ୍ମା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ଏସିଆ ମହାଦେଶର ସର୍ବବୃହତ ଧାନ…

Read More

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର

ରାମଲାଲାଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠାକୁ ନେଇ ସମଗ୍ର ଚୌଦ୍ୱାର ଅଞ୍ଚଳ ହୋଇପଡ଼ିଲାଣି ଉତ୍ସବ ମୁଖର #ଚୌଦ୍ୱାର(ଏନ୍‌.ଏମ୍‌.): ଜାନୁଆରି ୨୨ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ସମଗ୍ର ଚୌଦ୍ୱାର ତଥା ଏହାର ଆଖପାଖ ଅଞ୍ଚଳ ତଥା ବିଭିନ୍ନ ପଞ୍ଚାୟତ ମାନ ଉତ୍ସବ ମୁଖର ହୋଇପଡିଛି । ଏହି ଅବସରରେ ଚୌଦ୍ୱାରର ଓଟିଏମ୍ ହନୁମାନ ମନ୍ଦିର, କଳିଙ୍ଗଛକସ୍ଥିତ ରାମ ମନ୍ଦିର, ନଖରା ଗ୍ରାମ ପଞ୍ଚାୟତ ଚାଞ୍ଚୋସ୍ଥିତ ହନୁମାନ ମନ୍ଦିର, ନୁନଟିକିରି ହନୁମାନ ମନ୍ଦିର, ବାଣୀପଦା ହନୁମାନ…

Read More