ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ

ମୋକିମ ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକମାନଙ୍କର ବନ୍ଧୁମିଳନ #କଟକ(ଏନ୍‌.ଏମ୍‌.): ମୋକିମ ଫାଉଣ୍ଡେସନ ପକ୍ଷରୁ ଆଠଗଡ ମେଘା ସ୍ଥିତ ମେଟ୍ରୋ ହାଇଡ ଆଉଟ ଠାରେ ବରିଷ୍ଠ ନାଗରିକ ମହାସଭାର ସଦସ୍ୟ ଓ ସଦସ୍ୟାମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକମାନେ ସଂଗୀତ, ନାଚ ସହ ନିଜ ନିଜ ଜୀବନର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । ମୋକିମ ଫାଉଣ୍ଡେସନର ପ୍ରତିଷ୍ଠାତା ବିଧାୟକ ଇଂ. ମହମ୍ମଦ ମୋକିମ ଉପସ୍ଥିତ ସମସ୍ତ…

Read More

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ

ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବ ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚତୁର୍ଥ ଜାତୀୟ ଚିଲିକା ବିହଙ୍ଗ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ଏସିଆର ସର୍ବବୃହତ୍ ଲୁଣା ହ୍ରଦ ଚିଲିକା ହେଉଛି ଲକ୍ଷାଧିକ ବିଦେଶାଗତ ପକ୍ଷୀମାନଙ୍କ ବିଚରଣସ୍ଥଳୀ । ଏହି ମହୋତ୍ସବ ପକ୍ଷୀପ୍ରେମୀମାନଙ୍କୁ ଅତି ନିକଟରୁ ଚିଲିକା ଓ ବିଦେଶାଗତ ପକ୍ଷୀମାନଙ୍କୁ ଜାଣିବାର ସୁଯୋଗ ଆଣିଦେବ । ପର୍ଯ୍ୟଟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ଏହି…

Read More

ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ

ଅସହାୟ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ପ୍ରବଳ ଶୀତର ପ୍ରକୋପ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଥିବାବେଳେ ଅସହାୟ ବ୍ୟକ୍ତିମାନଙ୍କ ପାଇଁ ଏହା ଦୁର୍ବିସହ ହୋଇ ପଡ଼ିଛି । ପ୍ରବଳ ଶୀତରେ ଥରୁଥିବା ଅସହାୟ, ଗରିବ ଲୋକମାନଙ୍କୁ ଏଥିରୁ ସୁରକ୍ଷା ଦେବା ନିମନ୍ତେ ଆଜି ସ୍ଥାନୀୟ କାଳିଆବୁଦା ସ୍ଥିତ ମା’ ଶ୍ୟାମା କାଳି ମନ୍ଦିର ପରିସରରେ ଶୀତ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ବିଶେଷ କରି ଏହି ମନ୍ଦିର ପରିସରରେ ବହୁ ଗରିବ, ଅସହାୟ,…

Read More

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ #ସମ୍ବଲପୁର(ଏନ୍‌.ଏମ୍‌.): ଲୋକାର୍ପିତ ହୋଇଛି ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିଥିଲେ । ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିବା ଜଣାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ…

Read More

ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ବ୍ୟାଚ ବନ୍ଧୁ ମିଳନ

ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ବ୍ୟାଚ ବନ୍ଧୁ ମିଳନ #ଚୌଦ୍ୱାର(ଏନ୍‌.ଏମ୍‌.): ବିପଦ ସମୟରେ ଯିଏ ପାଖରେ ଛିଡ଼ା ହୋଇଥାଏ ସେହି ପ୍ରକୃତ ବନ୍ଧୁ । ସେହିଭଳି ବନ୍ଧୁର ମହତ୍ତ୍ୱକୁ ଆହୁରି ଅତି ନିବିଡ କରିବା ପାଇଁ କୟଳପଡ଼ା ଗାନ୍ଧିଜୀ ବିଦ୍ୟାପୀଠର ୨୦୦୭ ମସିହା ବ୍ୟାଚର ସବୁଠୁ ‘ନିଆରା ଆମ ସାଙ୍ଗ ଗ୍ରୁପ’ ସହପାଠୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଚୌଦ୍ୱାର ଥାନା ଅର୍ନ୍ତଗତ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଗ୍ରାମ ଡାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପାଠୀମାନେ ସପରିବାରେ…

Read More

ଜଗତପୁରରେ କ୍ଲବ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ବିତିଲା ୧୦ ବର୍ଷ ଘର ଖଣ୍ଡେ ନାହିଁ

ଜଗତପୁରରେ କ୍ଲବ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ବିତିଲା ୧୦ ବର୍ଷ ଘର ଖଣ୍ଡେ ନାହିଁ #ଜଗତପୁର (ଏନ୍‌.ଏମ୍‌.): ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ନିମନ୍ତେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ମହିଳା ଓ ଶିଶୁମାନଙ୍କୁ ଅପପୃଷ୍ଟିରୁ ସୁରକ୍ଷା ଦେବା ସହ ଶିଶୁମାନଙ୍କ ବୌଦ୍ଧିକ ବିକାଶ ନିମନ୍ତେ ସରକାର ଯୋଜନା ମଧ୍ୟ କରିଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ସମନ୍ୱିତ ଶିଶୁବିକାଶ ସେବା ଯୋଜନା ମାଧ୍ୟମରେ ଅଙ୍ଗନୱାଡି କେନ୍ଦ୍ର…

Read More

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪

ବାମନଘାଟୀ ପ୍ରଶାସନ ତରଫରୁ ରାଇରଙ୍ଗପୁର ଠାରେ ୧୪ତମ ଜାତୀୟ ଭୋଟର ଦିବସ-୨୦୨୪ ଭୋଟର ଦିବସ ରେ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ଉପଜିଲ୍ଲାପାଳ #ରାଇରଙ୍ଗପୁର(ଏନ୍‌.ଏମ୍‌.): ବାମନଘାଟୀ ଉପଖଣ୍ଡ ପ୍ରଶାସନ ତରଫରୁ ଚତୁର୍ଦଶ ଜାତୀୟ ମତଦାତା ଦିବସ -୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ବାମନଘାଟି ଉପଜିଲ୍ଲପାଳ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଉପଜିଲ୍ଲାପାଳ ବୈଠକରେ…

Read More

ଭାରତୀୟ ଶ୍ରମସମ୍ମିଳନୀ-୨୦୨୪

ଭାରତୀୟ ଶ୍ରମସମ୍ମିଳନୀ-୨୦୨୪ ଭୁବନେଶ୍ୱର(ଏନ୍‌.ଏମ୍‌.): କେରଳର କୋଝିକୋଡ଼ି ଠାରେ ଭାରତୀୟ ଶ୍ରମ ସମ୍ମିଳନୀ-୨୦୨୪ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ଭାରତର ବିଭିନ ରାଜ୍ୟରୁ ଶ୍ରମ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡିଶାରୁ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ଶାସନ ସଚିବ ନୀତିରଞ୍ଜନ ସେନ,ସମ୍ମାନିତ ବକ୍ତାଭାବରେ ସମ୍ମିଳନୀରେ ଯୋଗଦେଇ ବିଭାଗର କାର୍ଯ୍ୟକ୍ରମ ବିଷୟରେ ଅତିଥିମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ଶ୍ରମ ଅଧିକାରୀମାନଙ୍କ ସହିତ…

Read More

ଜନତା ମଇଦାନରେ ଫେବୃଆରୀ ୧୬ରୁ ୧୮ ଆୟୋଜିତ ହେବ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଜନତା ମଇଦାନରେ ଫେବୃଆରୀ ୧୬ରୁ ୧୮ ଆୟୋଜିତ ହେବ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରର ଜନତା ମଇଦାନଠାରେ ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ ଆୟୋଜିତ ହେବ । ରାଜ୍ୟରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ବିକାଶର ପ୍ରତିଛବି ଚାଷୀ ଓ ଜନସାଧାରଣଙ୍କ ସମ୍ମୁଖରେ ତୋଳିଧରିବା ପାଇଁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ…

Read More

ଶିମିଳିପାଳରେ କଳାବାଘ ଦେଖିବେ ପର୍ଯ୍ୟଟକ; ସଫାରୀ ନେଇ ଘୋଷଣା କଲେ ରାଜ୍ୟ ସରକାର

ଶିମିଳିପାଳରେ କଳାବାଘ ଦେଖିବେ ପର୍ଯ୍ୟଟକ; ସଫାରୀ ନେଇ ଘୋଷଣା କଲେ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ । ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ । ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର…

Read More

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ

କଂଗ୍ରେସରେ ଯୋଗ ଦେଲେ ପୂର୍ବତନ ବିଜେଡି ବିଧାୟକ ବଳଭଦ୍ର ମାଝୀ #ଭବାନୀପାଟଣା(ଏନ୍‌.ଏମ୍‌.): ପ୍ରଦେଶ କଂଗ୍ରେସରେ ନୂତନ ପ୍ରଭାରୀ ଭାବେ ଅଜୟ କୁମାର ଦାୟିତ୍ୱ ନେବାପରେ ଦଳକୁ ତୃଣମୂଳସ୍ତରରୁ ମଜଭୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଦଳର ହେବିୱେଟ ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ଅନ୍ୟ ଦଳର ହେଭିୱେଟ ନେତାଙ୍କୁ ଦଳକୁ ଆଣି ଆଗାମୀ ନିର୍ବାଚନରେ କଂଗ୍ରେସ ଅଧିକ ଆସନ ହାତେଇବାକୁ ଉଦ୍ୟମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଜେଡିର ପୂର୍ବତନ ବିଧାୟକ…

Read More

ବାଙ୍ଗିରିପୋଷି ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ୍ ; ୬ ମୃତ, ୧୨ ଗୁରୁତର

ବାଙ୍ଗିରିପୋଷି ଘାଟିରେ ଓଲଟିଲା ଧଉଳି ଗଣନାଟ୍ୟ ଟ୍ରକ୍ ; ୬ ମୃତ, ୧୨ ଗୁରୁତର ବାରିପଦା(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଜାତ୍ରା ପାର୍ଟି ଟ୍ରକ ଓଲଟି ଏକ ମର୍ମନ୍ତୁଦ ଦୁର୍ଘଟଣା ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର ବୋଲି ଜଣାପଡ଼ିଛି । ଲାଇଟ୍ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି…

Read More