ଚୌଦ୍ୱାରରେ ଫୋଟୋଗ୍ରାଫର୍ମାନଙ୍କ କର୍ମଶାଳା
ଚୌଦ୍ୱାରରେ ଫୋଟୋଗ୍ରାଫର୍ମାନଙ୍କ କର୍ମଶାଳା [caption id="attachment_11935" align="alignnone" width="300"] News by Smruti Ranjan Tripathy (Choudwar)[/caption] #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଫୋଟୋଗ୍ରାଫର୍ ଆସୋସିଏସନ୍ ଆନୁକୁଲ୍ୟରେ ଫଟୋଗ୍ରାଫରମାନଙ୍କ ପାଇଁ ଏକ କର୍ମଶାଳା ଆୟୋଜିତ ହୋଇ ଯାଇଛି । ଚୌଦ୍ୱାର ଫଟୋଗ୍ରାଫର୍ ଆସୋସିଏସନ୍ ସଭାପତି ସତ୍ୟବ୍ରତ ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ଯଯାତି…






