କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ
କଟକ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟା:ଦୁର୍ଗା ତାଣ୍ଡବ ନୃତ୍ୟରେ ଝୁମିଲେ ଦର୍ଶକ [caption id="attachment_11379" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): ସ୍ଥାନୀୟ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ୧୪ତମ ସାତସାହି ନୃତ୍ୟୋତ୍ସବର ଦ୍ୱିତୀୟ ସଂଧ୍ୟାରେ ବେଶ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଯାଇଛି…



