ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା

ପ୍ରଶ୍ନପତ୍ର ଲିକ୍ ନେଇ ବୋର୍ଡ଼ ଅସହାୟ: ଦଶମ ଷାଣ୍ମାସିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା, କ୍ରାଇମବ୍ରାଞ୍ଚରେ ମାମଲା #କଟକ(ଏନ୍‌.ଏମ୍‌.): ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଏବେ ଅସୁରକ୍ଷିତ ହୋଇପଡ଼ିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ବୋର୍ଡ଼ ପକ୍ଷରୁ ପ୍ରତ୍ୟେକ ପରୀକ୍ଷା ପାଇଁ ସ୍ୱଚ୍ଛତା ରକ୍ଷା କରିବା ଏବଂ ପ୍ରଶ୍ନପତ୍ର ଲିକ୍ ନହେବା ନେଇ ଯେତେ ପଦକ୍ଷେପ ନେଲେ ମଧ୍ୟ କୁଚକ୍ରି ଗୋଷ୍ଠୀଙ୍କ କବଳରୁ ମୁକୁଳି ପାରୁନି ବୋର୍ଡ଼ । ଅତୀତରେ ମ୍ୟାଟ୍ରିକ…

Read More

ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ ନିମନ୍ତେ ପଞ୍ଚାୟତିରାଜ ବିଭାଗର ଅଡିଟ୍ ୟୁନିଟ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ ନିମନ୍ତେ ପଞ୍ଚାୟତିରାଜ ବିଭାଗର ଅଡିଟ୍ ୟୁନିଟ୍ ସହ ବୁଝାମଣାପତ୍ର ସ୍ୱାକ୍ଷରିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ସମଗ୍ର ଶିକ୍ଷା ଯୋଜନା ଅଧୀନରେ ବିଦ୍ୟାଳୟସ୍ତରୀୟ ସାମାଜିକ ଅଡିଟ୍ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସାମାଜିକ ଅଡିଟ୍ ୟୁନିଟ୍ (ଓସାଟ୍‌) ସହ ବୁଝାମଣାପତ୍ର ସ୍ୱାକ୍ଷର କରି ଓଡ଼ିଶା ରାଜ୍ୟ ଏକ ଅଗ୍ରଣୀ ପଦକ୍ଷେପ ଗ୍ରହଣ କରିଛି । ଶିକ୍ଷା ପାଇଁ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି -୪) ଯଥା:-…

Read More

୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର

୫ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟାର ସାମାଧାନ ନେଇ ୫ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦାନ କରାଯାଇଛି । ଏ ନେଇ ଉତ୍କଳ ସାମ୍ବାଦିକ ସଂଘ କଟକ ଜିଲ୍ଲା ଶାଖା ସଭାପତି ସତ୍ୟବ୍ରତ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କଟକ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା…

Read More

ଓଡିଶା ଶୀଘ୍ର ପୂର୍ବ ଭାରତରେ କର୍କଟ ଚିକିତ୍ସାର ଏକ ହବ୍ ହୋଇଯିବ- ମୁଖ୍ୟମନ୍ତ୍ରୀ

ଓଡିଶା ଶୀଘ୍ର ପୂର୍ବ ଭାରତରେ କର୍କଟ ଚିକିତ୍ସାର ଏକ ହବ୍ ହୋଇଯିବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କଟକ ଠାରେ ଥିବା ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସରରେ ରେଡିଓ ଥେରାପି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଅତ୍ୟାଧୁନିକ ଯନ୍ତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ପୂର୍ବରୁ, ଦୁଇଟି ରେଡିଓ ଥେରାପି ଯନ୍ତ୍ର ଥିବାବେଳେ ଏହି ଏହାର ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଫଳରେ ଏହା ରୋଗୀଙ୍କ ଅପେକ୍ଷା ସମୟକୁ ଯଥେଷ୍ଟ…

Read More

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା #କଟକ(ଏନ୍‌.ଏମ୍‌.): ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ପରିସଂଖ୍ୟାନ ଅଧିକାରୀ ବସନ୍ତ କୁମାର ଜେନା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ପରି ପ୍ରେକ୍ଷୀରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉପନିର୍ଦ୍ଦେଶକ ବିଶ୍ୱରଞ୍ଜନ ଦାସ, ସହକାରୀ ନିର୍ଦ୍ଦେଶିକା ଅନୁସୂୟା ଦାଶ ପ୍ରମୁଖ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।…

Read More

ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂଜା ପୂର୍ବରୁ ସହରର ସମସ୍ତ ୱାର୍ଡରୁ ଅଳିଆ ଆବର୍ଜନା ସଫେଇ କରିବା ସହ ବ୍ଳଚିଂ ପକେଇବା, ରାସ୍ତା ଉପରେ ଗଦା ହୋଇଥିବା ବାଲି, ଗୋଡି…

Read More

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ: ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ – ମୁଖ୍ୟ ଶାସନ ସଚିବ

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ: ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ – ମୁଖ୍ୟ ଶାସନ ସଚିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୋସୁମୀ ବର୍ଷା ପରେ ଅକ୍ଟୋବର ଶେଷ ଆଡକୁ ଓଡିଶାରେ ବାତ୍ୟା ସଂଘଠିତ ହୋଇଥାଏ । ପାଣିପାଗ ବିଭାଗ ଆକଳନ ଅନୁସାରେ ଅକ୍ଟୋବର ୧୦ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଣୁ ଏହା ପରେ ବିଶେଷ କରିପ୍ରାୟ ୪୫ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ…

Read More

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗଦେଲେ ରାଜ୍ୟ ଅର୍ଥମନ୍ତ୍ରୀ #ନୂଆଦିଲ୍ଲୀ/ଭୁବନେଶ୍ୱର (ଏନ୍‌.ଏମ୍‌.): ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ରାଜ୍ୟର ନକ୍ସଲ ବା ମାଓବାଦୀ ଦମନ ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ,…

Read More

କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି

କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି #କଟକ(ଏନ୍‌.ଏମ୍‌.): କଟକ ବଡ଼ ମେଡ଼ିକାଲ (ଏସସିବି) ଆଇସିୟୁରେ ଏଥର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦିଆଯିବ । ମେଡିକାଲର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍ ଥେରାପି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ…

Read More

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ #କଟକ(ଏନ୍‌.ଏମ୍‌.): ବିଭିନ୍ନ ସମୟରେ ଜନସାଧାରଣଙ୍କ ସମସ୍ୟାକୁ ନେଇ ନିଆରା ଢଙ୍ଗରେ ପ୍ରତିବାଦ କରୁଥିବା ସୁଭାଷ ସଙ୍ଗଠନ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ଆଜି ପୁଣି ଏକ ଅଭିନବ ଆନ୍ଦୋଳନ କରାଯାଇଛି । ଆଗକୁ ଦଶହରା, କାଳୀପୂଜା, ବାଲିଯାତ୍ରା, ସହର ମଧ୍ୟକୁ ଲକ୍ଷଲକ୍ଷ ଲୋକ ଯିବା ଆସିବା କରିବେ, ମାତ୍ର ସହରର ତମାମ ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସ୍ଥାନେ ସ୍ଥାନେ ଜୀବନ ନେଲା…

Read More

ସିକିମର ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ଚୌଦ୍ୱାର ଦେବୀନଗରର ଦମ୍ପତ୍ତି

ସିକିମର ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ଚୌଦ୍ୱାର ଦେବୀନଗରର ଦମ୍ପତ୍ତି #ଚୌଦ୍ୱାର(ଏନ୍ ଏମ): ସିକିମରେ ପ୍ରଳୟଙ୍କରୀ ବନ୍ୟା କେବଳ ସିକିମ ନୁହେଁ ସାରା ଭାରତକୁ ପ୍ରଭାବିତ କରିଛି । ସେଠାରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ଅଚାନକ ମାଡ଼ିଆସିଥିଲା ପାଣି । ଭାସିଗଲା ବହୁ ଯାନ ବାହନ ତଥା ଧନ ଜୀବନ । ତେବେ ଏହି ବନ୍ୟାରେ ୨୩ଜଣ ଜବାନ ଭାସି ଯାଇଥିବାବେଳେ ଜଣେ ଓଡ଼ିଆ ଜବାନ ସହିଦ ହୋଇଯାଇଛନ୍ତି । ଏହି ଦୁଃଖଦ ଘଟଣାର…

Read More

ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ

ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ #ଢେଙ୍କାନାଳ (ଏନ୍‌.ଏମ୍‌.): ସିକିମରେ ବାଦଲଫଟା ବର୍ଷାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯବାନ । ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନ ଭାସି ଯାଇଥିଲେ । ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ନିଖୋଜ ରହିଥିଲେ । ତେବେ ନିଖୋଜ ଯବାନଙ୍କ ମଧ୍ୟରୁ ଓଡ଼ିଆ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସହିଦ ଓଡ଼ିଶା ଯବାନ…

Read More