ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା, ପ୍ରତି ପଞ୍ଚାୟତ ପାଇବେ ୧୦ ଲକ୍ଷ ଟଙ୍କା #ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି…

Read More

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି

ଆଠଗଡ଼ ଗଣେଶ ଭସାଣି ବେଳେ ଗଣ୍ଡଗୋଳ: ଦୁର୍ବୃତ୍ତଙ୍କ ଆକ୍ରମଣରେ ଯୁବକ ହରାଇଲେ ଆଖି #ଆଠଗଡ଼(ଏନ୍‌.ଏମ୍‌.): ଝିମିଟି ଖେଳରୁ ମହାଭାରତ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି ଆଠଗଡ଼ ଅଞ୍ଚଳରେ । ଗଣେଶ ଭସାଣିକୁ ନେଇ ପ୍ରବଳ ଗଣ୍ଡଗୋଳ ହେବା ସହ ଏହି ଗଣ୍ଡଗୋଳରେ ଜଣେ ଯୁବକଙ୍କ ଆଖି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ନୂଆ ଆଙ୍କୁଲା ଗ୍ରାମରେ ଭସାଣି ଯାତ୍ରା ଚାଲିଥିବାବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର…

Read More

ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି

ଦୀର୍ଘ ୧୫ବର୍ଷ ପରେ ପୁଣି ଆରମ୍ଭ ହେଲା ବାରବାଟୀ ଦୁର୍ଗ ଖନନ: ମିଳିଲା ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ପଥର ମୂର୍ତ୍ତି #କଟକ(ଏନ୍‌.ଏମ୍‌.): ଦୀର୍ଘ ୧୫ ବର୍ଷ ପରେ ପୁଣି ଐତିହାସିକ ବାରବାଟୀ ଦୁର୍ଗରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ଏହି ଖନନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ମଧ୍ୟଯୁଗୀୟ ସଂସ୍କୃତିର ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀର ବିରଳ ଭଗ୍ନ ପଥର ମୂର୍ତ୍ତି ମିଳିଛି…

Read More

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି

ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି #ଭଦ୍ରକ(ଏନ୍‌.ଏମ୍‌.): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପତ୍ନୀକୁ ହତ୍ୟା କରି ପତି ମୃତ ଦେହକୁ ପଡ଼ିଆ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁକଦେବପୁର ବିନାୟକପୁର ଗାଁରେ ।…

Read More

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ ଅକ୍ଟୋବର ୧୦ରୁ ଭକ୍ତମାନଙ୍କୁ ସଚେତନତା କରିବ ଶ୍ରୀମନ୍ଦିର ପ୍ରଶାସନ #ପୁରୀ(ଏନ୍‌.ଏମ୍‌.): ବିଶ୍ୱପ୍ରସିଦ୍ଧ ଜଗତ ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏବେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୋଷାକରେ କଟକଣା ଜାରି କରାଯାଇଛି । ଆସନ୍ତା ନୂଆବର୍ଷ (ଜାନୁଆରୀ ୧ତାରିଖ) ଠାରୁ ଏହି କଟକଣା ଲାଗୁ କରାଯିବ । ଶ୍ରଦ୍ଧାଳୁଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ…

Read More

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ

ଅକ୍ଟୋବର ୩୧ ତାରିଖ ଯାଏଁ ସ୍ଥଗିତ ରହିଲା ବସ୍ ଧର୍ମଘଟ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆସନ୍ତା ୧୦ ତାରିଖରେ ଦିଆଯାଇଥିବା ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ସ୍ଥଗିତ ରହିଛି । ବସ୍ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ । ବିଭିନ୍ନ…

Read More

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ଼ ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ #ଆଠଗଡ଼ (ଏନ୍‌.ଏମ୍‌.) : ଆଠଗଡ଼ ମହୋତ୍ସବକୁ ମହା ଆଡମ୍ବରରେ ପାଳନ ପାଇଁ ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆଠଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ଅଧ୍ୟକ୍ଷତା କରିଥିଲେ । ବୈଠକର ପ୍ରାରମ୍ଭରେ ପୂର୍ବତନ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁଙ୍କୁ ମହୋତ୍ସବ କମିଟିର ଉପଦେଷ୍ଟା ରୂପେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।…

Read More

ଏ.ଆଇ.ଡି.ଏସ୍‌.ଓ. ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ

ଏ.ଆଇ.ଡି.ଏସ୍‌.ଓ. ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ #କଟକ(ଏନ୍‌.ଏମ୍‌.): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଅବସରରେ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ, ମହିଳା ସଂଗଠନ ଏ.ଆଇ.ଏମ୍‌.ଏସ୍‌.ଏସ୍ ଓ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ଏବଂ କିଶୋର ସଂଗଠନ କମ୍ ସୋମୋଲ୍ ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ କଲେଜ ଛକ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଗୋପବନ୍ଧୁ ବାଗ୍ ଠାରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେଠାରେ ଆୟୋଜିତ ଏକ ଆଲୋଚନା ସଭାରେ ଗୋପବନ୍ଧୁଙ୍କର…

Read More

ନିଶାଦ୍ରବ୍ୟ ସେବନର ଆଡ୍ଡାସ୍ଥଳୀ ପାଲଟିଛି ନୂଆପାଟଣା କଲେଜ

ନିଶାଦ୍ରବ୍ୟ ସେବନର ଆଡ୍ଡାସ୍ଥଳୀ ପାଲଟିଛି ନୂଆପାଟଣା କଲେଜ #ଆଠଗଡ଼(ଏନ୍‌.ଏମ୍‌.): ନିଶାଦ୍ରବ୍ୟ ସେବନର ଆଡ୍ଡାସ୍ଥଳୀ ପାଲଟିଛି ନୂଆପାଟଣା କଲେଜ । ସନ୍ଧ୍ୟା ହେଲେ କଲେଜ ଭିତରେ ଚାଲୁଛି ନିଶାଦ୍ରବ୍ୟ ସେବନ । କିଛି ଅସାମାଜିକ ବ୍ୟକ୍ତିମାନେ କଲେଜ ଭିତରେ ନିଶାଦ୍ରବ୍ୟ କରୁଥିବା ନଜରକୁ ଆସିଛି । କଲେଜରେ ଆବଶ୍ୟକୀୟ ପାଚେରୀ ନଥିବାରୁ ଏଭଳି ବେଆଇନ କାର୍ଯ୍ୟ ନିମନ୍ତେ ନିଶାଡ଼ିମାନେ ଅବାଧରେ ମହାବିଦ୍ୟାଳୟରେ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି । ଯେଉଁଠି ଦିନରେ ଶହ ଶହ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ…

Read More

ଆଠଗଡ଼ରେ ସାଇବର ସଚେତନତା ଶିବିର

ଆଠଗଡ଼ରେ ସାଇବର ସଚେତନତା ଶିବିର #ଆଠଗଡ଼(ଏନ୍‌.ଏମ୍‌.): ଓଡିଶା ପୁଲିସ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସାଇବର କ୍ରାଇମ ଉପରେ ସଚେତନତା କରିବାକୁ ଆରମ୍ଭ ହୋଇଥିବା ସାଇବର ରଥ ଆଠଗଡ ଥାନା ଅଞ୍ଚଳରେ ପହଞ୍ଚିଛି । ଏହି ଉପଲକ୍ଷେ କଟକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ରେସ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନ ରେସରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆଠଗଡ଼ ରଥଗଡା…

Read More

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାଦାମବାଡ଼ି ଅନୁଗୋଳ ବସଷ୍ଟାଣ୍ଡରେ ହେବ ଅତ୍ୟାଧୁନିକ ବିଶ୍ୱନାଥ ପଣ୍ଡିତ ପାଠାଗାର #କଟକ(ଏନ୍‌.ଏମ୍‌.): କଟକ ସହରର ଯୁବପୀଢ଼ି, ଛାତ୍ରଛାତ୍ରୀ ତଥା ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଆଶାୟୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଖୁସିର ଖବର ଦେଇଛନ୍ତି । କଟକର ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ସିଏମସି ଦ୍ୱାରା ପରିଚାଳିତ ହେଉଥିବାବେଳେ ନୂତନ ବସଷ୍ଟାଣ୍ଡ କଟକ ନେତାଜୀ ବସ ଟର୍ମିନାଲ ନିର୍ମାଣ ପାଇଁ ଏହାକୁ ଭାଙ୍ଗି ଦିଆଯାଇଥିଲା । ତେବେ ଏହି ପାଠାଗର ଉପରେ ନିର୍ଭର କରୁଥିବା ଯୁବକ-ଯୁବତୀମାନେ ଅଧିକ…

Read More

ଗମ୍ଭୀର ହେଉଛି ଇସ୍ରାଏଲ- ପାଲେଷ୍ଟାଇନ ଲଢ଼େଇ: ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ, ସତର୍କ କଲା ନୂଆଦିଲ୍ଳୀ

ଗମ୍ଭୀର ହେଉଛି ଇସ୍ରାଏଲ- ପାଲେଷ୍ଟାଇନ ଲଢ଼େଇ: ଇସ୍ରାଏଲ ସହ ବିମାନ ସେବା ବାତିଲ କଲା ଭାରତ, ସତର୍କ କଲା ନୂଆଦିଲ୍ଳୀ #ନୂଆଦିଲ୍ଳୀ(ଏଜେନ୍ସି): ଇସ୍ରାଏଲରେ ଚାଲିଥିବା ଘମାଘୋଟ ଲଢ଼େଇ ଯୋଗୁ ସ୍ଥିତି ବେହେଲା ହୋଇଛି । ପାଲାଷ୍ଟାଇନ ଗାଜାରୁ ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ଆକ୍ରମଣ କରି ରକ୍ତର ହୋଲି ଖେଳିଛନ୍ତି । ଇସ୍ରାଏଲ ମଧ୍ୟ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି କାଉଣ୍ଟର ଆଟାକ ଆରମ୍ଭ କରି ଦେଇଛି । ଏହି ଲଢ଼େଇରେ ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଲୋକଙ୍କ…

Read More