‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ: ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା ଦୃଷ୍ଟିବାଧିତଙ୍କ ସୁରକ୍ଷା ଓ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆନ୍ତର୍ଜାତିକସ୍ତରରେ ଦୃଷ୍ଟିବାଧିତମାନଙ୍କ ନିମନ୍ତେ ସମର୍ପିତ ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସକାଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୯୯୨ରୁ ଅକ୍ଟୋବର ୧୫ ତାରିଖରେ ପାଳିତ ହୋଇଆସୁଥିବା ଏହି ଆନ୍ତର୍ଜାତିକ ଦିବସ ଦୃଷ୍ଟିବାଧିତମାନଙ୍କ ସୁରକ୍ଷା, ସ୍ୱାଧୀନତା ଓ…

Read More

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ #ଭୁବନେଶ୍ୱର/ଢେଙ୍କାନାଳ(ଏନ୍‌.ଏମ୍‌.): ସମ୍ପ୍ରତି ହାତୀ ମଣିଷଙ୍କ ଯୁଦ୍ଧ ବଢ଼ିବାରେ ଲାଗିଛି । କେଉଁଠି ମଣିଷର ଛଳନା ଭିତରେ ଛନ୍ଦି ହୋଇ ହାତୀର ପ୍ରାଣ ଯାଉଛି ତ ଆଉ କେଉଁଠି ହାତୀର ବଳ ଆଗରେ ମଣିଷ ଶୋଇ ଯାଉଛି ଚିର ନିଦ୍ରାରେ । ହେଲେ ଏ ଯୁଦ୍ଧର ଅବସାନ କେବେ? ଏ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ଆଉ ତାହା…

Read More

ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା

ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୂପଯାତ୍ରା ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ, ବାଣ ଓ ଡିଜେକୁ ନା #ଚୌଦ୍ୱାର(ଏନ୍‌.ଏମ୍‌.): ଚଳିତ ବର୍ଷ କିଭଳି ଶାନ୍ତିଶୃଙ୍ଖଳାର ସହ ଐତିହାସିକ ଚୌଦ୍ୱାର ଲକ୍ଷ୍ମୀପୂଜା ଓ ରୁପଯାତ୍ରା ପାଳନ ହେବ ସେ ନେଇ କମିଶନରେଟ ପୁଲିସ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ କଲ୍ୟାଣ ମଣ୍ଡପରେ ଆୟୋଜିତ ଏହି ବୈଠକରେ କଟକ ଅତିରିକ୍ତ ଡିସିପି ଅନିଲ କୁମାର୍ ମିଶ୍ର, ଜୋନ-୧ ଏସିପି ଅରୁଣ…

Read More

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ #ନୟାଗଡ଼(ଏନ୍‌.ଏମ୍‌.): ବାରହା ଶିକାର ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ ହେବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ଦୁବୃର୍ତ୍ତମାନେ ବିଦ୍ୟୁତ ତାର ବିଛା ଦେଉଥିବା ଜଣାପଡ଼ିଛି । ତେବେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇ ଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ…

Read More

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ଚୌଦ୍ୱାର(ଏନ୍‌. ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ଜଣେ ମୃତ ଡ୍ରାଇଭରଙ୍କ ପରିବାରକୁ ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୁଖ ଦୁଃଖର ସାଥୀ ହେବା ପାଇଁ ଶପଥ ନେଇଥିବା ମହାସଂଘର କର୍ମକର୍ତ୍ତାମାନେ ମୃତ ସାଥୀଙ୍କ ପରିବାରକୁ ନିଜସ୍ୱ ରୋଜଗାରରୁ ସହାୟତା ପ୍ରଦାନ କରି ସଂଘୀୟ ବ୍ୟବସ୍ଥାର ଗାରିମାକୁ ବୃଦ୍ଧି କରିଛନ୍ତି । ସୂଚନା ଅନୁଯାୟୀ…

Read More

କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି

କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ସହାୟତାର ହାତ ବଢ଼ାଇଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ କର୍କଟ ରୋଗରେ ପୀଡ଼ିତ ପଣ୍ଡିତ ଲିଙ୍ଗରାଜ ପଣ୍ଡାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ଟାଙ୍ଗୀ ଜରିପଡ଼ା ସ୍ଥିତ ଜଗନ୍ନାଥପୁର ଶାସନର ପଣ୍ଡିତ ଲିଙ୍ଗରାଜ ପଣ୍ଡା ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ବେଳେ ବହୁ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି…

Read More

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ

୫ ହଜାର ଦିଅ, ୫୫ ହଜାର ନିଅ; ଏପରି ଲୋଭ ଦେଖାଇ ୫ କୋଟି ଠକି ନେଲେ ଦୁଇ ଭାଇ #ନୟାଗଡ଼(ଏନ୍‌.ଏମ୍‌.): ଯେତିକି ଡିପୋଜିଟ କରିବ ତାହାର ମୂଳ ଧନ ସହ ୫ ଗୁଣ, ୧୦ ଗୁଣ ଫେରିପାଇବ । ଏପରି ମାୟାରେ ବାୟା ହୋଇ ନୟାଗଡ଼ର ପ୍ରାୟ ୨ହଜାରରୁ ଅଧିକ ଲୋକଙ୍କଠାରୁ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଡିପୋଜିଟ୍ କରି ଦେଇଥିଲେ । ମାତ୍ର ତାହା ପରେ ଆପ୍ ଡିଲିଟ ହୋଇ ଯାଇଥିବା ବେଳେ ବନ୍ଦ…

Read More

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌

ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ପୋଷାକ କଟକଣା: ଜାରି ହେଲା ଗାଇଡ଼ଲାଇନ୍‌ #ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରକୁ ଯିବାକୁ ହେଲେ କେଉଁ ଭଳି ପୋଷାକ ପିନ୍ଧିବେ, କେଉଁ ପୋଷାକକୁ ବାରଣ କରାଯାଇଛି ଏନେଇ ବିସ୍ତୁତ ଭାବେ ଗାଇଡ଼ଲାଇନ୍ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ସୂଚନା କେନ୍ଦ୍ରରୁ ଭକ୍ତଙ୍କୁ ଅବଗତ କରାଯାଇଛି । ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରି ଭକ୍ତଙ୍କୁ କ’ଣ ପିନ୍ଧିବେ ସେସମ୍ପର୍କରେ ସୂଚନା ଦିଆଯାଇଛି । ଏଥିସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମ…

Read More

Vavada Casino

Dołącz do Vavada i zgarnij fantastyczne nagrody Dołącz do Vavada i zgarnij niesamowite nagrody teraz Nie czekaj! Zarejestruj się już dziś na Vavada i możesz zdobyć niesamowite bonusy, które zwiększą Twoje szanse na wygraną. Wystarczy kilka kliknięć, aby rozpocząć przygodę pełną emocji. Nasza platforma oferuje szeroki wybór gier kasynowych, które zadowolą nawet najbardziej wymagających graczy….

Read More

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ

ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ଦୁଇ ବିଜେଡି ସାଂସଦ: ମାନସ ରଂଜନ ମଙ୍ଗରାଜ ଏବଂ ଶର୍ମିଷ୍ଠା କୁମାରୀ ସେଠୀ #ନୂଆଦିଲ୍ଲୀ/ ଭୁବନେଶ୍ୱର(ଏନ୍‌.ଏମ୍‌.): ଦେଶରେ ଗଠନ ହୋଇଥିବା ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟିରେ ୨ଜଣ ବିଜେଡି ସାଂସଦ ସ୍ଥାନ ପାଇଛନ୍ତି । ବିଜେପିର ଲୋକସଭା ସାଂସଦ ରାଜେଶ ବର୍ମାଙ୍କ ଅଧ୍ୟକ୍ଷତାରେ ଗଠିତ ଅନ୍ୟ ପଛୁଆ ବର୍ଗ କଲ୍ୟାଣକାରୀ କମିଟି(୨୦୨୩-୨୪) ରେ ସଦସ୍ୟ ରୂପେ ବିଜେଡିର ଦୁଇଜଣ ସାଂସଦ ସ୍ଥାନ ପାଇଛନ୍ତି । କମିଟିରେ ସ୍ଥାନ ପାଇଥିବା…

Read More

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍‌, ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରୁ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ଯୋଜନା: ଚାଲିଲା ୩୬ଟି ବସ୍‌ ୧୦ ଟଙ୍କା ଦେଇ ପ୍ରଥମ ଟିକେଟ୍ କିଣିଲେ ବସ୍‌ରେ ବସି ମାଲକାନଗିରିରୁ ଏମ୍‌.ଭି- ୦୩ ଗଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମାଲକାନଗିରି ମୋର ଅତି ପ୍ରିୟ । ମାଲକାନଗିରି ହିଁ ଓଡିଶା ବିକାଶର ଲଞ୍ଚ ପ୍ୟାଡ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ୍ ଯୋଜନା ଶୁଭାରମ୍ଭ କରି ଏହା କହିଛନ୍ତି । ଏହି ଅବସରରେ ଯୋଜନାର ପ୍ରଥମ ବସ୍‌ରେ…

Read More

ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ହେନ୍ତାଳବନକୁ ଅଧିକ ଘଞ୍ଚ ଏବଂ ବ୍ୟାପକ ତାଳବୃକ୍ଷ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ: ହେନ୍ତାଳବନକୁ ଅଧିକ ଘଞ୍ଚ ଏବଂ ବ୍ୟାପକ ତାଳବୃକ୍ଷ ରୋପଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଓ ନିୟମାବଳୀ, ୨୦୧୦ ଅଧୀନରେ ଗଠିତ ବିପର୍ଯ୍ୟୟ ପରିଚାଳନା ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି(ଏସ୍‌ଇସି)ର ତୃତୀୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା କମିଟିର ଅନୁମୋଦନ ପରେ…

Read More