ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ
ଯୁବ ସାମ୍ବାଦିକ ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ [caption id="attachment_10797" align="alignnone" width="300"] News by Smruti Ranjan Tripathy (Cuttack)[/caption] #କଟକ(ଏନ୍.ଏମ୍.): ଓଡ଼ିଶା ଯୁବ ସାମ୍ବାଦିକ ସଂଘ ପକ୍ଷରୁ ଚର୍ତୁଦ୍ଦଶ ବାର୍ଷିକ ଉତ୍ସବ ସହିତ ଓଡ଼ିଶା ପ୍ରତିଭା ଓ ଗୌରବ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।…



