ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ
ଆଦିବାସୀ ଗୌରବ ପର୍ବ ପାଳନ ନେଇ ପିସିସି ସଭାପତିଙ୍କ ମୟୁରଭଞ୍ଜ ଗସ୍ତ #ରାଇରଙ୍ଗପୁର (ଏନ୍.ଏମ୍.): ଅଖିଳ ଭାରତୀୟ କଂଗ୍ରେସ କମିଟି ରାଷ୍ଟ୍ରୀୟ ସଭାପତି ମଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶ କ୍ରମେ “ଆଦିବାସୀ ଗୌରବ ପର୍ବ’ପାଳନ ନିମନ୍ତେ ଓଡିଶା ରାଜ୍ୟ ସଭାପତି ଶରତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କୁ ମୟୁରଭଞ୍ଜ ସୀମା ଠାରେ ସ୍ୱାଗତ କରି ତାଙ୍କ ପଟୁଆର ସହିତ ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ନେତୃତ୍ୱରେ…
