ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ

ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଫାଇପ-ଟି କାର୍ଯ୍ୟକ୍ରମ ଶିଳାନ୍ୟାସ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ଗ୍ରାମରେ ଥିବା ବାଲୁଙ୍କେଶ୍ୱର ଉଚ୍ଚ ବିଦ୍ୟାଳୟରେ ଆଜି ଫାଇପ-ଟି କର୍ଯ୍ୟକ୍ରମର ଶିଳାନ୍ୟାସ ହୋଇଯାଇଛି । ରାଜ୍ୟ ସରକାର ଶିକ୍ଷାର ଉନ୍ନତି ନିମନ୍ତେ ଏହି ମହତ କାର୍ଯ୍ୟକ୍ରମ ହାତକୁ ନେଇ ଏବେ ରାଜ୍ୟର ବହୁ ବିଦ୍ୟାଳୟ ଗୁଡ଼ିକୁ ଫାଇପ-ଟିରେ ରୂପାନ୍ତରିତ କରୁଛନ୍ତି । ସେଭଳି ପର୍ଯ୍ୟାୟକ୍ରମେ ଆଜି କୟଳପଡ଼ା ପଞ୍ଚାୟତସ୍ଥିତ ବାଲୁଙ୍କେଶ୍ୱର ବିଦ୍ୟାପୀଠରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ମୁଖ୍ୟଅତିଥି ଭାବେ…

Read More

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ

ନିରାମୟ ଉପଦେଷ୍ଟା ଡ. ରଞ୍ଜନ କୁମାର ବିଶ୍ୱାଳଙ୍କ ମାତୃ ବିୟୋଗ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ ମାତା ନୟନା ବିଶ୍ୱାଳ(୬୩)ଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକ ଖବର ପାଇଁ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା, ବିଜେଡି କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ବିଶ୍ୱାଳ, ସଦର…

Read More

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା

ଇପିଏଫ ପେନସନ ବୃଦ୍ଧିଲାଗି ସାଂସଦଙ୍କ ଦାବି ପାଇଁ ସଂଘ ପକ୍ଷରୁ କୃତଜ୍ଞତା #କଟକ(ଏନ୍‌.ଏମ୍‌.): ଦେଶରେ ଇପିଏଫ ପେନସନ ଦାବି ପାଇଁ ଲୋକସଭାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଦାବି ଉଠାଇଥିବାରୁ ଓଡ଼ିଶା ଇପିଏଫ ପେନସନର୍ସ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଓଡିଶା ସମେତ ସାରା ଦେଶରେ ଥିବା ଇପିଏଫ ପେନସନ ଭୋଗୀମାନେ ପାଉଥିବା ସର୍ବନିମ୍ନ ପେନସନ ୧୦୦୦ଟଙ୍କାରୁ ୯୦୦୦ଟଙ୍କାକୁ ବୃଦ୍ଧି କରିବା ପାଇଁ ସାଂସଦ ଲୋକସଭାରେ ଦାବି କରିଛନ୍ତି । ଓଡିଶାର ବିଜେଡି ସାଂସଦ ମଞ୍ଜୁଲତା…

Read More

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌

ରାଜ୍ୟରେ ବଢ଼ୁଛି ବନ୍ୟା ଆଶଙ୍କା: ଫୁଲୁଛି ମହାନଦୀ, ରାତିସୁଧା ମୁଣ୍ଡଳିରେ ପହଞ୍ଚିବ ପିକ୍ ଫ୍ଲଡ୍‌ #ଭୁବନେଶ୍ୱର/ଆଠଗଡ଼(ଏନ୍‌.ଏମ୍‌.): ଛତିଶଗଡ଼ ଏବଂ ଓଡ଼ିଶାରେ ଭାରି ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଉଦ୍‌ବୁଦ ଜଳ ମହାନଦୀରେ ଛଡ଼ା ଯାଉଛି । ଏହି ପରିପ୍ରେକ୍ଷୀରେ ହୀରାକୁଦର ତଳମୁଣ୍ଡରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଉପନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇ ମହାନଦୀରେ ବନ୍ୟାଜଳ ମିଶୁଛି । ତେଣୁ…

Read More

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ

ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ‘ମୋ’ ସ୍କୁଲ ସବୁଜ ସ୍କୁଲ’, ମୋ’ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟପ୍ରଦ ଅଭିଯାନ #ଖୋର୍ଦ୍ଧା(ଏନ୍‌.ଏମ୍‌.): ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କାଇପଦର ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଓ ସମସ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନଙ୍କ ସହଯୋଗରେ କାଇପଦର ଉଚ୍ଚ ବିଦ୍ୟାଳୟ ପରସରରେ ମୋ’ ସ୍କୁଲ, ସବୁଜ ସ୍କୁଲ ମୋ ପାଇଁ ଗର୍ବ ଓ ସ୍ୱାସ୍ଥ୍ୟ ପ୍ରଦ ଅଭିଯାନ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ଉତ୍ସବରେ…

Read More