ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ

ଦିନରେ ପରିବା ବାଲି, ରାତିରେ ନକଲି ପୁଲିସ ଚାନ୍ଦା ଆଦାୟ ମାମଲାରେ ମହିଳାଙ୍କୁ କୋର୍ଟ ଚାଲାଣ ରାଇରଙ୍ଗପୁର(ଏନ୍‍.ଏମ୍‍.): ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନୁରୁବାଦଡା ଗ୍ରାମରେ ଜନୈକା ମହିଳା ପୁଲିସ ପୋଷାକ ପିନ୍ଧି ସେହି ଗ୍ରାମର କାଳୀପଦ ମହାନ୍ତଙ୍କ ଘରକୁ ଯାଇ ପୁଲିସର ଭୟ ଦେଖାଇ ୨୦,୦୦୦ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ଆଜି କୋର୍ଟ ଚାଲାଣ ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ କୁଚେଇବୁଡି ଗ୍ରାମର ପ୍ରଭାତି ମହାନ୍ତ (୨୮) ରାଇରଙ୍ଗପୁର ଦୁର୍ଗା ମଣ୍ଡପ…

Read More

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‍.ଏମ୍‍.): ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଶାସକ ଦଳଗୁଡ଼ିକ ଏବେ ଅଧିକ ତତ୍ପର ହୋଇ ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ଜନସମର୍ଥନ ସୃଷ୍ଟି କରି ପାରିଛନ୍ତି । ଏଥି ସହିତ ୫ଥର ଯାକ ତାଙ୍କ ଦଳ ଶାସନ ଦାୟିତ୍ୱରେ ରହିବା ସହ ରାଜ୍ୟକୁ ଗୋଟିଏ ସ୍ଥିର ସରକାର ଦେଇ ଆସିଛନ୍ତି ।…

Read More

ତହସିଲ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ ମୃତଦେହ ଉଦ୍ଧାର

ତହସିଲ କାର୍ଯ୍ୟାଳୟରେ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ ମୃତଦେହ ଉଦ୍ଧାର #ନିଶ୍ଚିତକୋଇଲି(ଏନ୍‌.ଏମ୍‌.): କଟକ ଜିଲ୍ଲା ନିଶ୍ଚିତକୋଇଲି ତହସିଲ କାର୍ଯ୍ୟାଳୟରେ ଆଜି ଜଣେ ଆରଆଇଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଜବତ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ନିଶ୍ଚିତକୋଇଲି ତହସିଲ କାର୍ଯ୍ୟାଳୟର ଉପର ମହଲାରେ କାର୍ଯ୍ୟରତ ଆରଆଇ ସଞ୍ଜୟ ଦାସ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ସେ ନିଶ୍ଚିତକୋଇଲି…

Read More

ଓଡ଼ିଶାରେ ଅଏଲ୍ ପାମ୍ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

ଓଡ଼ିଶାରେ ଅଏଲ୍ ପାମ୍ ବିକାଶ କାର୍ଯ୍ୟକ୍ରମ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ରାଜ୍ୟରେ ଅଏଲ୍ ପାମ୍ ଚାଷ ନିମନ୍ତେ ଥିବା ସୁଯୋଗକୁ ପୂର୍ଣ୍ଣ ବିନିଯୋଗ କରାଯିବ -କୃଷିମନ୍ତ୍ରୀ ଶ୍ରୀ ସ୍ୱାଇଁ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଅଏଲ୍ ପାମ୍ ଚାଷକୁ ସମ୍ପ୍ରସାରିତ କରି ଖାଇବା ତେଲ ଆମଦାନୀ ହ୍ରାସ କରିବା ଲକ୍ଷ୍ୟରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନା ନ୍ୟାସନାଲ ମିଶନ ଅନ୍ ଏଡିବୁଲ୍ ଅଏଲ୍ ପାମ୍ ଯୋଜନାକୁ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା…

Read More

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ

‘ମୋ ଘର’ ମାଧ୍ୟମରେ ଓଡିଶାବାସୀଙ୍କୁ ‘ଆକାଶ କଇଁଆ, ଚିଲିକା ମାଛ’ର ମିଛ ସ୍ୱପ୍ନ ଦେଖାଉଛନ୍ତି ରାଜ୍ୟ ସରକାର: ପୃଥ୍ୱୀରାଜ ହରିଚନ୍ଦନ – ମୋ ଘର ଯୋଜନାରେ ଭ୍ରଷ୍ଟାଚାର ମୂଳ ମଞ୍ଜି ରାଜ୍ୟ ସରକାର ପୋତିଛନ୍ତି – ଋଣ ସୁଝି ନପାରିଲେ ବନ୍ଧା ପଡିଥିବା ବାପା, ଅଜା ଅମଳର ଘର ଡିହ ମଧ୍ୟ ହାତରୁ ଚାଲିଯିବ – ବ୍ୟାଙ୍କ ଋଣ ନୁହେଁ ଲୋକଙ୍କୁ ମାଗଣା ଘର ଦିଅନ୍ତୁ ରାଜ୍ୟ ସରକାର #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟର ବାସହୀନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ…

Read More

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ #ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଗ୍ରାମର ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଉକ୍ତ ଯୁବକ ଜଣକ ୩୫ଫୁଟ ଗଭୀର କୂଅରେ ଫସି ଯାଇଥିବାବେଳେ ବାହାରକୁ ଆସି ପାରିନଥିଲେ । ତେବେ ଅଗ୍ନିଶମବାହିନୀ ପହଞ୍ଚିବା ପରେ ଉକ୍ତ ଯୁବକଙ୍କୁ ଦଉଡ଼ି ସହାୟତାରେ ଉଦ୍ଧାର କରିଥିଲେ । ଘଟଣାରୁ ପ୍ରକାଶ ଯେ ଆଜି ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ବାରିପଟେ ତାଙ୍କର ଛୋଟ…

Read More

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ #ଆଠଗଡ(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ପୌରହିତ୍ୟରେ ବିଶ୍ୱ ମାସିକ ଋତୁସ୍ରାବ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁର ଠାରେ ଆୟୋଜିତ…

Read More

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା

ଆଠଗଡ଼ ପାଇଁ ଗର୍ବ: ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାରେ ଭାଗ ନେବେ କଳ୍ପନା #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ବ୍ଲକ୍ ଖୁଣ୍ଟକଟା ପଞ୍ଚାୟତ ଅଧୀନ ରେଗେଡାପଡ଼ା ଗାଁ ର ଝିଅ କଳ୍ପନା ଜେନା । ଆଜି ଆଠଗଡ଼ ପାଇଁ ଗର୍ବ ପାଲଟିଛନ୍ତି । ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିବା ଏହି ଝିଅ ଏବେ ଯିବେ ଚଳିତ ବର୍ଷ ଜର୍ମାନୀରେ ହେବାକୁ ଥିବା ଅଲମ୍ପିକ୍ସ କ୍ରୀଡ଼ାର ସାଇକେଲ ଚାଳନାରେ ଭାଗ ନେବାକୁ । ଛୋଟ ବେଳୁ ସାଇକେଲ…

Read More

ଜାପାନରେ ଓଡ଼ିଶା ମହୋତ୍ସବ

ଜାପାନରେ ଓଡ଼ିଶା ମହୋତ୍ସବ ‘ସହଭାଗିତା ବଳରେ ଓଡ଼ିଶା-ଜାପାନ ସଂପର୍କ ଦୃଢ଼ତର ହେବ’: ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଆ ଓ ଜାପାନୀମାନଙ୍କ ଜୀବନଧାରାରେ ବ୍ୟାପକ ସାମଞ୍ଜସ୍ୟ ରହିଛି । ଖାଦ୍ୟସଂସ୍କୃତି ସହିତ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କର୍ମପ୍ରବଣତା ସମାନ ହୋଇଥିବାବେଳେ ଓଡ଼ିଶା ଓ ଜାପାନ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବିଶେଷ ଉଲ୍ଲେଖଯୋଗ୍ୟ ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି । ଜାପାନର ରିଉକୋକୁ ବିଶ୍ୱବିଦ୍ୟାଳୟର କିଓଟୋ ହଲ୍‌ରେ ଓଡ଼ିଶା କଲଚରାଲ୍ ଏକ୍ସଚେଞ୍ଜ ସୋସାଇଟି…

Read More

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

ଗ୍ରାମୀଣ ଲୋକଙ୍କ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ମୋ ଘର’ ଯୋଜନା, ୧ରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ #ଭୁବନେଶ୍ୱର(ଏନ୍‌.ଏମ୍‌.): ଗ୍ରାମୀଣ ଗରିବ ତଥା ବାସହୀନ ଲୋକଙ୍କ ପାଇଁ ରାଜ୍ୟସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି । ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିବାବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ବଡ ନିଷ୍ପତ୍ତି ହେଉଛି ‘ମୋ ଘର’ ଯୋଜନା । ଏହି ବୈଠକରେ ସରକାର ଗ୍ରାମୀଣ ଲୋକମାନଙ୍କ ପାଇଁ ‘ମୋ ଘର’…

Read More

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌

ଅହମଦୀୟା ମୁସଲିମ ପକ୍ଷରୁ ଖିଲାଫତ୍ ଦିବସ: ଖିଲାଫତ ବ୍ୟବସ୍ଥା ଏକ ଐଶ୍ୱରୀୟ ଉପହାର -ମୌଲାନା ଫଜଲ ହକ ଖାନ୍‌ #କଟକ(ଏନ୍‌.ଏମ୍‌.): ସ୍ଥାନୀୟମଙ୍ଗଳାବାଗ ନିକଟସ୍ଥ ମିର କମଲପାଟଣାର ଅହମଦୀୟା ମୁସଲିମ ମିଶନରେ ଖିଲାଫତ୍ ଦିବସ ପାଳିତ ହୋଇଛି । ଏହି ସମ୍ମିଳନୀରେ ପୂର୍ବତନ ସଭାପତି ସୟଦ ତାହିର ଅହମଦ କଲିମ ପୌରହିତ୍ୟ କରିଥିଲେ । ସର୍ବ ପ୍ରଥମେ ସୟଦ ତାହିର ଅହମଦ ପବିତ୍ର କୋରାନ ପାଠ କରିଥିଲେ । ଉର୍ଦ୍ଦୁ ନଜମ ସୟଦ ୟହିୟା ଅହମଦ ପରିବେଷଣ କରିଥିଲେ…

Read More

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ

କଟକ ଜିଲ୍ଲାର ମହାନଦୀ ଅବବାହିକା ବୁଲି ସ୍ଥିତି ଯାଞ୍ଚ କଲେ ଟ୍ରିବ୍ୟୁନାଲ ଟିମ #କଟକ/ଜଗତପୁର(ଏନ୍‌.ଏମ୍‌.): ମହାନଦୀରେ ଉଦବେଗଜନକ ଭାବେ ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ଏଥିନେଇ ଓଡିଶା ଓ ଛତିଶଗଡ ରାଜ୍ୟ ମଧ୍ୟରେ ଜଳବିବାଦ ଲାଗିରହଛି । ଏହି ପରିପ୍ରେକ୍ଷୀରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନ୍ୟାୟାଧୀଶ ଏଏମ ଖାନୱିଲକର ଏବଂ ନ୍ୟାୟାଧୀଶ ଇନ୍ଦରମିତ କଉର କୋଚର, ନ୍ୟାୟାଧୀଶ ଏ.କେ. ପାଠକ ଏବଂ ତଥା ସଦସ୍ୟ-ସଦସ୍ୟାମାନଙ୍କ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଗସ୍ତ କରି କ୍ଷେତ୍ର ପରିଦର୍ଶନ…

Read More