ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ
ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ଆଜି ପୁଣି ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ…
