ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା
ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା #କଟକ(ଏନ୍.ଏମ୍.): ଦେଶର ସ୍ୱାଧୀନତା ଆନ୍ଦୋଳନର ମହାନ ଯୋଦ୍ଧା, ଆପୋଷହୀନ ଧାରାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ସଭା ସିଡିଏ ୮ନମ୍ବର ସେକ୍ଟରର ବାଇଗଣ ବସ୍ତିରେ ପାଳନ ହୋଇଯାଇଛି । ନେତାଜୀ ଜୟନ୍ତୀ ନେଇ ରାଜୁ ହେମ୍ବ୍ରମଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଉପସ୍ଥିତ ଅତିଥିମାନେ ନେତାଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଆଜିର ସମାଜ ନେତାଜୀଙ୍କୁ ଉଚିତ…
