ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ: ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ବିଜୁ ବାବୁଙ୍କ ଐତିହାସିକ ଡାକୋଟା ବିମାନ: ପୁଷ୍ପାଞ୍ଜଳି ଦେଇ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‍.ଏମ୍‍.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ଭୁବନେଶ୍ୱରରେ ପହଞ୍ଚିଲା ଭୁମିପୁତ୍ର ବିଜୁ ପଟ୍ଟନାୟକଙ୍କ ସ୍ମୃତି ସହ ଜଡ଼ିତ ଡାକୋଡା ବିମାନ । ଏହି ବିମାନରେ ବିଜୁବାବୁ ଯେଉଁ ଦୁର୍ଦ୍ଦଶ ସାହାସିକତା ସହ କର୍ତ୍ତବ୍ୟ ପ୍ରତିପାଦନ କରିଥିଲେ ତାହା ତାଙ୍କୁ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ଆଣିଦେଇଥିଲା । ସେ ଇଣ୍ଡୋନେସିଆ ହେଉ ବା ଭାରତ । ଏହି…

Read More

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର

ମହିଳା ଥାନାରେ ଅଭିଯୋଗ: ପତ୍ନୀଙ୍କୁ ନିର୍ଯାତନା ଦେଉଛନ୍ତି ହ୍ୟୁମାନ ସାଗର #କଟକ(ଏନ୍‍.ଏମ୍‍.): ପାରିବାରିକ ହିଂସା ଅଭିଯୋଗରେ ଫସିଛନ୍ତି ଓଲିଉଡ଼ ଗାୟକ ହ୍ୟୁମାନ ସାଗର । ତାଙ୍କ ପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ । ହ୍ୟୁମାନ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାବେଳେ ଏଥିରେ ଅତିଷ୍ଠ ହୋଇ ତାଙ୍କ ପତ୍ନୀ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ଅଧିକାଂଶ ସମୟରେ ଚର୍ଚ୍ଚାକୁ ଆସୁଥିବାବେଳେ ଏବେ ଏହା ସବୁ ସୀମା ଅତିକ୍ରମ କରୁଛି…

Read More

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ : ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍‌

୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ : ଫେବୃଆରୀ ୧୩ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍‌ #ଭୁବନେଶ୍ୱର(ଏନ୍‍.ଏମ୍‍.): ଶିକ୍ଷା ଅଧିକାର ଆଇନ ଆକଫ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି । ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା ୨୦୨୩ ଜାନୁଆରୀ ୨୦ରୁ ଫେବୃଆରୀ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି । ବ୍ଲକ୍ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ…

Read More

ଗଣଶିକ୍ଷା ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର, ଜାଣିଲେ ଜିଣିବା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଗଣଶିକ୍ଷା ବିଭାଗର ଦୁଇଦିନିଆ ପ୍ରଶିକ୍ଷଣ ଶିବିର, ଜାଣିଲେ ଜିଣିବା: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ #ଭୁବନେଶ୍ୱର(ଏନ୍‍.ଏମ୍‍.): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ବ୍ରହ୍ମପୁର ଜୋନର ୮ଟି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିଅମରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ…

Read More

ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ #କଟକ(ଏନ୍‌.ଏମ୍‌.): ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି । ତେବେ ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ । ତେବେ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ…

Read More

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ

ରାଇରଙ୍ଗପୁର ଟାଟା ପାୱାର ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ୍ ଜିଲ୍ଲା ରାଇରଙ୍ଗପୁର ସହରସ୍ଥିତ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ ଆନୁକୁଲ୍ୟରେ ଜାତୀୟ ସଡକ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟାଟା ପାୱାର ଇଲେକ୍ଟ୍ରି କମ୍ପାନୀ କର୍ମଚାରୀମାନେ ସଡକ ସୁରକ୍ଷା ଜୀବନ ରକ୍ଷା ନାରା ଦେଇ ସହର ପରିକ୍ରମା କରିବା ସହ ଲୋକମାନଙ୍କୁ ସଚେତନ କରାଇଥିଲେ । ମଣିଷ ଜୀବନ ଦୁର୍ଲଭ, ନିଜର ସୁରକ୍ଷା ନିଜ ହାତରେ ।…

Read More

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ #କଟକ (ଏନ୍‌.ଏମ୍‌.): କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ କରିଥିବା ଯୋଗୁଁ ଉକ୍ତ ହସ୍ପିଟାଲର କିଛି ଅଂଶକୁ ବୁଲଡୋଜର ଦ୍ୱାରା ଉଚ୍ଛେଦ କରାଯାଇଛି । ସିଏମସି ପକ୍ଷରୁ ହସ୍ପିଟାଲ୍ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରାଯାଇଛି । ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା…

Read More

ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ

ବ୍ରିଜ୍ ଉପରୁ ପିଲାକୁ ଧରି ମା’ର ଆତ୍ମହତ୍ୟା ଉଦ୍ୟମ: ବଞ୍ଚାଇ ଦେଲେ ଟ୍ରାଫିକ୍ କର୍ମଚାରୀ #କଟକ(ଏନ୍‌.ଏମ୍‌.): କଟକ ମଧୁପାଟଣା ବ୍ରିଜ୍ ଉପରୁ ପିଲାକୁ ଧରି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବାବେଳେ କୌଶଳକ୍ରମେ ଟ୍ରାଫିକ କର୍ମଚାରୀ ତାଙ୍କୁ ବଞ୍ଚାଇ ଦେଇଛନ୍ତି । ତେବେ ଟ୍ରାଫିକ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଦୁଇଟି ଜୀବନ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ନ ସମୟରେ ଜଣେ ମହିଳା ମଧୁପାଟଣା ଓଭର ବ୍ରିଜ…

Read More

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମସି ମେୟର ଓ କମିଶନରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅଞ୍ଚଳବାସୀ

ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ ଘଟଣା; ସିଏମସି ମେୟର ଓ କମିଶନରଙ୍କୁ ପ୍ରଶ୍ନବାଣରେ ଘାଇଲା କଲେ ଅଞ୍ଚଳବାସୀ କ୍ଷତିପୂରଣ ପାଇଁ ମେୟରଙ୍କ ପ୍ରତିଶ୍ରୁତି #କଟକ (ଏନ୍‌.ଏମ୍‌.): କଟକ ସହର ଏବେ ପାଲଟିଛି ମୃତ୍ୟୁର ଦ୍ୱାର । ରାସ୍ତାଘାଟରୁ ଆରମ୍ଭ କରି ନାଳନର୍ଦ୍ଦମା ସବୁ କିଛି ପାଲଟିଛି ମରଣଯନ୍ତା । ହେଲେ ନିଜର ବିଫଳତାକୁ ଲୁଚାଇବାକୁ ଯାଇ ସିଏମସି ପ୍ରଗତି ଓ ସୌନ୍ଦର୍ଯ୍ୟର ଡିଣ୍ଡିମ ପିଟୁଥିବାବେଳେ ଏହା ଲୋକଦେଖାଣିଆ ବୋଲି ଅଭିଯୋଗ ହୋଇଛି । ସହରରେ ବିଭିନ୍ନ ଯୋଜନାରେ…

Read More

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡ଼ିଆରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ କୃଷି ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷକ କର୍ମଶାଳା ଉଦଘାଟିତ ହୋଇଯାଇଛି । ଆଠଗଡ ବିଧାୟକ ତଥା କୃଷି, କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମେଳା ଉଦ୍ଘାଟନ କରିଥିବାବେଳେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା…

Read More

ମହାନଦୀ ତୁଠ ପାଲଟିଛି ମରଣଯନ୍ତା: ଗାଧୋଇବା ବେଳେ ସଲିଳ ସମାଧି

ମହାନଦୀ ତୁଠ ପାଲଟିଛି ମରଣଯନ୍ତା: ଗାଧୋଇବା ବେଳେ ସଲିଳ ସମାଧି #ଜଗତପୁର (ଏନ୍‌.ଏମ୍‌.): ମହାନଦୀ ତୁଠ ଏବେ ପାଲଟିଛି ମରଣଯନ୍ତା । ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଫଳରେ ଦୟନୀୟ ନଦୀ ତୁଠ ଯୋଗୁଁ ଆଜି ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଜଗତପୁରସ୍ଥିତ ବଟେଶ୍ୱର ତୁଠରେ ସକାଳ ପ୍ରାୟ ୭ଟା ସମୟରେ ମହାନଦୀରେ ଗାଧୋଉଥିବା ବେଳେ ଭୂବନପୁର ନୂଆ ସାହି…

Read More

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ ଓଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ଅଟେ । ଗ୍ରାମ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଗୃହ…

Read More