ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍; ୨ ମୃତ, ୩୦ ଗୁରୁତର
ମର୍ମନ୍ତୁଦ ଦୁର୍ଘଟଣା:ପୋଲରୁ କେନାଲକୁ ଖସିଲା ବସ୍; ୨ ମୃତ, ୩୦ ଗୁରୁତର #ଢେଙ୍କାନାଳ(ଏନ୍.ଏମ୍.): ଗତକାଲି ବିଳମ୍ବିତ ରାତିରେ ୫୫ନମ୍ବର ଜାତୀୟ ରାଜପଥରେ ଏକ ବସ ଦୁର୍ଘଟଣା ହେବା ଫଳରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଞ୍ଚୁବଟି ନିକଟରେ ଏକ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ କେନାଲ ପୋଲ ବାଡା ଭାଙ୍ଗି ତଳକୁ ଖସି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ୨ ଜଣ ମହିଳାଙ୍କ…
