ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ
ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ #ରାଇରଙ୍ଗପୁର(ଏନ୍.ଏମ୍.): ମହାନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱ ନେତା ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଜାନୁମଘୁଟୁ ହାଇସ୍କୁଲ ସ୍କୁଲ ପଡିଆରେ ୬୩ ତମ ତ୍ରିଦିସୀୟ ଖାସ୍ ଦେଶ୍ ପିଢ ମହୋତ୍ସବ -୨୦୨୩ ସ୍ପୋର୍ଟସ କମିଟି ଏବଂ ନେତାଜୀ କ୍ଳବ ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବ୍ଲକ ଖେଳ ପଡିଆରେ ସୋମବାର…
