ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ #କଟକ(ଏନ୍.ଏମ୍.): କଟକରେ ବିଚାର ବିଭାଗୀୟ ସଂଗ୍ରହାଳୟ ଓ ଷ୍ଟାଫ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ…