ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି
ପରିବହନ ବିଭାଗର ନୂଆ ନିୟମ: ଓଡ଼ିଶାରେ ସ୍କ୍ରାପିଂରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି #ଭୁବନେଶ୍ୱର(ଏନ୍.ଏମ୍.): ସରକାରଙ୍କ ସ୍କ୍ରାପିଙ୍ଗ ନୀତିରୁ ବର୍ତ୍ତିଯିବ ଭିଣ୍ଟେଜ ଗାଡ଼ି । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଭିଣ୍ଟେଜ ଗାଡ଼ି ରେଜିଷ୍ଟ୍ରେସନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୫୦ ବର୍ଷରୁ ଅଧିକ ହୋଇଥିବା ଗାଡ଼ିର ପଞ୍ଜୀକରଣ ସହ ନମ୍ବର ଆରମ୍ଭରୁ ୟୁନିକ ରେଜିଷ୍ଟ୍ରେସନ ମାର୍କ (ଭିଏ) ରହିବ । ଗାଡି ଯାଞ୍ଚ ପରେ ଫିଟନେସ ଏବଂ ବୈଧ ପିୟୁସି ଥିଲେ ରାଜ୍ୟ ପଞ୍ଜୀକରଣ…
