କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ
କଖଡି ଗାନ୍ଧୀ ହାଟ ପଡ଼ିଆରେ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କୁମାରପୁର ଓ କଖଡି ଫାଇନାଲରେ #କଖଡ଼ି(ଏନ୍.ଏମ୍.): ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଗାନ୍ଧୀ ହାଟ ପଡ଼ିଆରେ ରୟାଲ କ୍ରିକେଟ ସ୍ପୋର୍ଟସ ପକ୍ଷରୁ ପଞ୍ଚାୟତସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ସେମି ଫାଇନାଲ ମ୍ୟାଚରେ କୁମାରପୁର ତାର ନିକଟତମ ପ୍ରତିଦ୍ୱନ୍ଦୀ ଭାବେ ବଡ଼ ବାର୍ଶିଂ ଠାରୁ ୮ ୱିକେଟରେ ବିଜୟୀ ହୋଇ ପ୍ରଥମ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଅପର ପକ୍ଷରେ କଖଡି…
