ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ
ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ ଚୌଦ୍ୱର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଜେନିପୁର ଠାରେ ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦ୍ଘାଟନ କରିଥିଲେ । ସମିତି ସଭାପତି ମନୋରଞ୍ଜନ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ତେବେ ଚଳିତ ବର୍ଷ…
