କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ
କଟକ ବିଜେପିର ବନ୍ଧୁ ମିଳନ ଉତ୍ସବ #କଟକ(ଏନ୍.ଏମ୍.): ସ୍ଥାନୀୟ କଟକ ଦେଉଳ ସାହି ସ୍ଥିତ ମୋନାଲିସା ପ୍ୟାଲେସରେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଇଂରାଜୀ ନୂତନ ବର୍ଷ ଅବସରରେ କଟକ ବିଜେପିର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । ବହୁ ସଂଖ୍ୟାରେ ନୂଆ, ପୁରୁଣା ଓ ଦଳୀୟ ପଦାଧିକାରୀମାନେ ତଥା ଅନେକ ବିଜେପିର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଆଗାମୀ ଦିନରେ ବିଜେପି କଟକ ସହରର ତୃଣମୂଳ ସ୍ତରରେ ସଂଗଠନକୁ…
