ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କାହ୍ନୁଚରଣ ବେହେରାଙ୍କୁ ମୟୂରବନ୍ଧୁ ସମ୍ମାନ #ନରାଜ(ଏନ୍‍.ଏମ୍‍.): ଜାତୀୟ ପକ୍ଷୀ ମୟୂରକୁ ଦେଖିବାକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ଥାଏ । ତା’ର ରୂପ ଏମିତି ସୁନ୍ଦର ଯାହା ସମସ୍ତଙ୍କ ମନ ମୁଗ୍ଧ କରି ଥାଏ । ଯାହା ଦେଖିବାକୁ ମିଳିଥାଏ କଟକ ଜିଲ୍ଲା ମଣ୍ଡଳୀ ସ୍ଥିତ ନରାଜ ଅଞ୍ଚଳରେ । କାହ୍ନୁଚରଣ ବେହେରା ନାମକ ଜଣେ ଯୁବକ ଯେମିତି ସେହି ଜାତୀୟ ପକ୍ଷୀ ମୟୂର ମାନଙ୍କର ପାଲଟି ଯାଇଛନ୍ତି ବାପା ମା’…

Read More

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ

ଓଏସଆରଟିସି ଅଧିକାରୀଙ୍କ ଶୋଷଣ ନୀତିକୁ ବସଷ୍ଟାଣ୍ଡ ବ୍ୟବସାୟୀଙ୍କ ଦୋକାନ ବନ୍ଦ କରି ପ୍ରତିବାଦ #କଟକ(ଏନ୍‌.ଏମ୍‌.): ପ୍ରଶାସନିକ ଶୋଷଣର ପ୍ରତିବାଦ କରି ଆଜି ବାଦାମବାଡ଼ି ବସ ଷ୍ଟାଣ୍ଡର ସମସ୍ତ ବ୍ୟବସାୟୀ ଦୋକାନ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବାଦାମବାଡ଼ି ବସଷ୍ଟାଣ୍ଡ ପରିସରରେ ବ୍ୟବସାୟୀମାନେ ଛୋଟ ଛୋଟ ପ୍ରତିଷ୍ଠାନ ଖୋଲି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ଯାତ୍ରୀଙ୍କ ଚାହିଦା ମେଣ୍ଟାଇବା ସହ ସେଥିରୁ ଉପାର୍ଜିତ ଦୁଇ ପଇସାରେ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ସେମାନଙ୍କ ସେବାକୁ ନଜର…

Read More

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’

ସିଡିଏର ୧୩୩ ତମ ବୈଠକ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା, ଖୁବ୍ ଶୀଘ୍ର ‘ଐତିହ୍ୟ ଗ୍ରାମ’ #କଟକ(ଏନ୍‌.ଏମ୍‌.): କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଆଜି ପୂର୍ବାହ୍ନରେ ସିଡିଏ ସମ୍ମିଳନୀ କକ୍ଷରେ କର୍ତ୍ତୃପକ୍ଷର ୧୩୩ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଅନୀଲ କୁମାର ସାମଲ ପୌରୋହିତ୍ୟ କରିଥିଲେ । ବୈଠକରେ କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂକ୍ରାନ୍ତରେ ବୈଠକରେ ଆଲୋଚନା କରାଯାଇଥିଲା । ବିଶେଷକରି ହଜାର ବର୍ଷର କଟକ…

Read More

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ସଂସଦୀୟ ଅଧିବେଶନର ପ୍ରାରମ୍ଭରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ‘ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଛି’ #ନୂଆଦିଲ୍ଲୀ(ଏଜେନ୍ସି): ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ହୋଇଯାଇଛି । ଏହା ହେଉଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏହି ଅବସରରେ ଆଜି ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରି ସରକାରଙ୍କ ଉଦ୍ୟମ ଯୋଗୁଁ ଏବେ ଦେଶ ଉନ୍ନତିର ପଥରେ ଆଗେଇ ଚାଲୁଥିବା ମତବ୍ୟକ୍ତି କରିଛନ୍ତି…

Read More

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ

ସବ ରେଜିଷ୍ଟ୍ରର ଅଫିସରେ ଅଗ୍ନିକାଣ୍ଡ: ୨ ଆହତ #କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ କଟକ ସବ ରେଜିଷ୍ଟ୍ରର ଅଫିସରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନଥିବାବେଳେ ସେଠାରେ ରହିଥିବା ଦେଶୀମଦ ପୋଚଗୁଡ଼ିକ ଜଳୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୨ ଜଣ ଆହତ ହୋଇଥିବାର ସୂଚନା ମିଳିଛି । ସେମାନଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି । ନିଆଁ ଲିଭାଇବାକୁ ୩ଟି ଦମକଳ ବାହିନୀ…

Read More