ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା

ବିଶ୍ୱ କୁଷ୍ଠ ଦିବସ ଅବସରରେ ବ୍ୟାପକ ସଚେତନତା #ଆଠଗଡ଼(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ଜୋରନ୍ଦା ମେଡିକାଲ ଠାରେ ବିଶ୍ୱ କୁଷ୍ଠ ଦିବସ ପାଳିତ ହୋଇଯାଇଛି । ମେଘା ସେକ୍ଟରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ସମୂହ ଗାଁ କଲ୍ୟାଣ ସମିତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେଘା ସେକ୍ଟରର ବରିଷ୍ଠ ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ସଂଯୋଜନା କରିଥିଲେ…

Read More

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ

ଝାରସୁଗୁଡ଼ା ଲୋକାରଣ୍ୟ: ପଞ୍ଚଭୁତରେ ଲୀନ ହେଲେ ନବ ଦାସ #ବ୍ରଜରାଜନଗର(ଏନ୍‌.ଏମ୍‌.): ଗୁଳିକାଣ୍ଡରେ ଆଖିବୁଜିଥିବା ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ପଞ୍ଚଭୂତରେ ଲୀନ ହୋଇ ଛନ୍ତି । ହଜାର ହଜାର ସମର୍ଥକଙ୍କ ଗହଣରେ ତାଙ୍କର ଜୁଇ ଜଳୁଥିବାବେଳେ ସମସ୍ତ ଆଖିରୁ ଝରି ପଡ଼ୁଥିଲା ଧାର ଧାର ଅଶ୍ରୁ । ଅବିଭକ୍ତ ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରସୁଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ । ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା…

Read More

ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି

ହ୍ୟୁମାନ ସାଗର-ଶ୍ରେୟା ବିବାଦରେ ପୂର୍ଣ୍ଣଛେଦ: ଏକାଠି ରହିବେ ଦମ୍ପତି #କଟକ(ଏନ୍‌.ଏମ୍‌.): ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ କଳିର ପୂର୍ଣ୍ଣଛେଦ ପଡ଼ିଛି । ଆଜି ମହିଳା ଥାନାରେ କାଉନସେଲିଂ ପରେ ସ୍ୱାମୀ-ସ୍ତ୍ରୀ ପୂର୍ବଭଳି ଗୋଟିଏ ସ୍ଥାନରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ତାଙ୍କ ମଧ୍ୟରେ ଗୋଟିଏ ଭୁଲ ବୁଝାମଣା ଥିଲା ବୋଲି ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରେୟା ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ଦମ୍ପତ୍ତିଙ୍କ ପାରିବାରିକ ବିବାଦର ସମାଧାନ ହୋଇଥିବା…

Read More

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ #ଭୁବନେଶ୍ଚର(ଏନ୍‌.ଏମ୍‌.): ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଗତକାଲି ବ୍ରଜରାଜନଗର ଠାରେ ଏଏସ୍‌ଆଇ ଗୋପାଳ ଦାସଙ୍କ ଗୁଳରେ ମୃତ୍ୟୁ ବରଣ କରିବା ପରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀ ପୂଜାରୀଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ…

Read More