କୂଳକଳପଡ଼ା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ
କୂଳକଳପଡ଼ା ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ #କଟକ(ଏନ୍.ଏମ୍.): ସ୍ଥାନୀୟ ବୟାଳିଶ ମୌଜା ଅନ୍ତର୍ଗତ କୂଳକଳପଡ଼ା ଗ୍ରାମରେ ୧୧ତମ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରୁ ରୋଗ, ଶୋକ ତଥା ବିଭିନ୍ନ ବିପର୍ଯ୍ୟୟକୁ ମୁକ୍ତି ପାଇବା ପାଇଁ ବୈଦିକ ରୀତିରେ ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ଅଞ୍ଚଳର ବିଜ୍ଞ ପଣ୍ଡିତମାନଙ୍କୁ ନେଇ ଆୟୋଜିତ ତ୍ରି ଦିବସୀୟ ମହାଯଜ୍ଞର ପ୍ରାରମ୍ଭରେ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ କଳସ ଶୋଭାଯାତ୍ରାରେ ଯୋଗଦେଇଥିଲେ । ନବ ବସ୍ତ୍ର ପରିଧାନ ପୂର୍ବକ କାଠଯୋଡ଼ି…
