ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ବିଚାର ବିଭାଗୀୟ ସଂଗ୍ରହାଳୟ, ଷ୍ଟାଫ୍ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ #କଟକ(ଏନ୍.ଏମ୍.): କଟକରେ ବିଚାର ବିଭାଗୀୟ ସଂଗ୍ରହାଳୟ ଓ ଷ୍ଟାଫ କ୍ୱାର୍ଟର ଭିତ୍ତିଭୂମିର ଶିଳାନ୍ୟାସ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗୋଟିଏ ସଂଗ୍ରହାଳୟରେ କେବଳ ଦେଶ ଐତିହ୍ୟର ଡକ୍ୟୁମେଣ୍ଟ ସ୍ଥାନ ପାଇନଥାଏ ସେଠାରେ ଗୋଟେ ଅନୁଷ୍ଠାନର ସ୍ମୃତି ଏଥିସହ ଜଡ଼ିତ ହୋଇ ରହିଥାଏ । ବିଚାର ବ୍ୟବସ୍ଥାରେ ଯେଉଁସବୁ ପୁରୁଣା ଦସ୍ତାବିଜ୍ ରହିଛି ସେସବୁ ଗୁପ୍ତଧନ…
