‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ

‘ଲୋକ ସ୍ୱରାଜ ଓଡ଼ିଶା’ ଗଠନ #କଟକ(ଏନ୍‌.ଏମ୍‌.): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୬ତମ ଜନ୍ମ ଜୟନ୍ତୀ ଅବସରରେ ଏକ ସଂଗଠନ ଜନ୍ମନେଇଛି । ଲୋକ ସ୍ୱରାଜ ଓଡ଼ିଶା ନାମରେ ଏହି ସଂଗଠନ ସମାଜର ବିଭିନ୍ନ ଦିଗରେ କାର୍ଯ୍ୟକରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ମହାନଦୀ ବିହାର ସ୍ଥିତ ଅରବିଟାଲ୍ ହାଉସ ସମ୍ମିଳନୀ କକ୍ଷରେ ଆୟୋଜିତ ସାଧାରଣ ସଭାରେ ଆବାହକ ପ୍ରକାଶ ରଞ୍ଜନ ଭୂୟାଁ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ପ୍ରକାଶ ରଞ୍ଜନ ଭୂୟାଁ…

Read More

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ #ଜଗତପୁର(ଏନ୍‌.ଏମ୍‌.): ଜଗତପୁରସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟର ସାହିତ୍ୟ ସଂସଦ ଓ ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମହା ବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକ ସଭାପତିତ୍ୱ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ଏହି ଭବ୍ୟ ସମାରୋହରେ ଉଦଘାଟକ ଭାବେ କଟକ ସାଂସଦ ଭର୍ତ୍ତୃହରୀ ମହତାବ ଯୋଗଦେଇ ଶିକ୍ଷା ଛାତ୍ର ସମାଜକୁ ଶୃଙ୍ଖଳିତ…

Read More

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର: ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ

ପୁରାଣପ୍ରସିଦ୍ଧ ମାଘମେଳା ପାଇଁ ପ୍ରସ୍ତୁତି ଜୋରଦାର ଶ୍ରଦ୍ଧାଳୁଙ୍କ ଅପେକ୍ଷାରେ ଚନ୍ଦ୍ରଭାଗା ମେଳାପଡ଼ିଆ #କୋଣାର୍କ (ଏନ୍‌.ଏମ୍‌.): ପୁରାଣ ପ୍ରସିଦ୍ଧ ମାଘ ମେଳା ନିମନ୍ତେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ପକ୍ଷରୁ କୋଣାର୍କ ଓ ଚନ୍ଦ୍ରଭାଗାଠାରେ ବ୍ୟାପକ ପ୍ରସ୍ତୁତି ଜାରିରହିଛି । ଚଳିତ ବର୍ଷ ଚନ୍ଦ୍ରଭାଗା ତୀର୍ଥ ପୂଷ୍କରଣୀରେ ୫ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ଓ ମହୋଦଧିରେ ବୁଡ଼ ପକାଇବାର ପୂର୍ବାନୁମାନ କରାଯାଇଛି । ମାଘମେଳାରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶର ସମ୍ଭାବନା ଥିବାରୁ…

Read More

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ

ପ୍ରଧାନମନ୍ତ୍ରୀ ଆବାସ ଯୋଜନରୁ ବଞ୍ଚିତ ହିତାଧିକାରୀଙ୍କ ଖଣ୍ଡପଡା ବ୍ଳକ ସମ୍ମୁଖରେ ବିକ୍ଷୋଭ #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ ୨୨ଟି ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶିତ ତାଲିକାରେ ନଥିବା ଜଣାଯାଇଛି । ଥିଲାବାଲା ଏକରଏକର ଜମିବାଡିର ମାଲିକ, କୋଠା ପକାଘର ଥିବା ବ୍ୟକ୍ତି ବିଶେଷଙ୍କ ନାମ ତାଲିକାରେ ସ୍ଥାନିତ ହୋଇଥିବାବେଳେ ଦାରିଦ୍ର‌୍ୟର ସୀମାରେଖା ତଳେ ବସବାସ କରୁଥିବା…

Read More

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ

କଟକରେ ସେକ୍ସ ର‌୍ୟାକେଟ ଠାବ: ରାଣୀ ମହୁମାଛି ସମେତ ୫ଯୁବତୀ ଏବେ ପୁଲିସ କବ୍‌ଜାରେ #କଟକ(ଏନ୍‌.ଏମ୍‌.): କଟକରେ ସେକ୍ସ ର‌୍ୟାକେଟ ଠାବ ହୋଇଥିବା ଜଣାପଡ଼ିଛି । ବାଦାମବାଡ଼ି ଥାନା ଅଞ୍ଚଳରେ ଦେହ ବ୍ୟବସାୟ ଚାଲିଥିବାବେଳେ ପୁଲିସକୁ ମିଳିଥିଲା ସୁରାକ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାଦାମବାଡ଼ି ଥାନାର ଏକ ଟିମ ଅଚାନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ରାଣୀ ମହୁମାଛି ସହ ୪ଜଣ ଦେହଜୀବୀ ଜଣେ ଗ୍ରାହକ ଓ ଜଣେ ଦଲାଲକୁ ଧରିବାରେ…

Read More

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ

ସ୍ୱେଛାସେବୀ ସଂଗଠନ ଆଦିମ ସାଉଁଳା ସେମେଲେଦ ଆନୁକୁଲ୍ୟରେ ପାଳନ ହେଲା ସାନ୍ତାଳୀ ନବବର୍ଷ ମାଘ ମୁଲୁଃ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ସନ୍ନିକଟ ହଳଦା ଗ୍ରାମପଞ୍ଚାୟତ ହଳଦା ଗ୍ରାମ ଖଡଖାଈ ନଦୀକୂଳ ଆମ ବାଗନାରେ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଆଦିମ ସାଉଁଳା ସେମେଲେଦ’ ଆନୁକୁଲ୍ୟରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ମହିଳା ପୁରୁଷ ପାରମ୍ପରିକ ପରିଧାନରେ ଆମବାଗାନରେ ଏକତ୍ରିତ ହୋଇଥିଲେ ।…

Read More

ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ମହାନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱ ନେତା ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଜାନୁମଘୁଟୁ ହାଇସ୍କୁଲ ସ୍କୁଲ ପଡିଆରେ ୬୩ ତମ ତ୍ରିଦିସୀୟ ଖାସ୍ ଦେଶ୍ ପିଢ ମହୋତ୍ସବ -୨୦୨୩ ସ୍ପୋର୍ଟସ କମିଟି ଏବଂ ନେତାଜୀ କ୍ଳବ ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବ୍ଲକ ଖେଳ ପଡିଆରେ ସୋମବାର…

Read More

ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସମ୍ବର୍ଦ୍ଧନା

ବିଶିଷ୍ଟ ଶିକ୍ଷାବିତ୍‌ଙ୍କୁ ସମ୍ବର୍ଦ୍ଧନା #ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ସହରର ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ଶତପଥୀଙ୍କୁ ଓଡିଶା ମାଥମେଟିକାଲ ସୋସାଇଟି ପକ୍ଷରୁ ଭୁବନେଶ୍ୱର ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ମାଥମେଟିକାଲ ସୋସାଇଟିର ୫୦ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତିରେ ଅବସରପ୍ରାପ୍ତ ଗଣିତ ପ୍ରଫେସର ଶ୍ରୀ ଶତପଥୀଙ୍କୁ ଉପଢୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ…

Read More

ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ

ଖଣ୍ଡପଡାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ପ୍ରସ୍ତୁତି ବୈଠକ #ଖଣ୍ଡପଡା(ଏନ୍‌.ଏମ୍‌.): ୧ଚଳିତ ବର୍ଷ ଖଣ୍ଡପଡା ମଧୁବନ ମିନିଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମହେନ୍ଦ୍ର ସ୍ୱାଇଁ ମେମୋରିଆଲ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଖଣ୍ଡପଡା ଫୁଟବଲ ଆସୋସିଏସନର ମୁଖ୍ୟ ତଥା ବରିଷ୍ଠ କ୍ରୀଡାବିତ୍ ଭିକାରୀ ଖଣ୍ଡାୟତ, ଆଇନଜୀବୀ ହରିଶ୍ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ବିନାୟକ ମିଶ୍ର, ଯୁବ ସଂଗଠକ…

Read More

ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଭେଙ୍କେଟେଶ୍ୱର ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଭଗବତୀ ବିହାର ସ୍ଥିତ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ର କୋଣାର୍କଙ୍କ ପକ୍ଷରୁ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ସାଂସ୍କୃତିକ କର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଶୈକ୍ଷିକ ଶିକ୍ଷା କାର୍ଯ୍ୟକ୍ରମରେ କୋଣାର୍କର ଦୁଇ ଶିକ୍ଷା କେନ୍ଦ୍ର ଭେଙ୍କଟେଶ୍ୱର ସ୍କୁଲ ଓ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୧୦୪ଟି ବିଜ୍ଞାନ ପ୍ରକଳ୍ପ ୧୫ଟି ହସ୍ତଶିଳ୍ପ ସ୍ଥାନ ପାଇଥିଲା ।…

Read More

ଶୋଭନୀୟ ଶିକ୍ଷାଶ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ

ଶୋଭନୀୟ ଶିକ୍ଷାଶ୍ରମରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ #କୋଣାର୍କ (ଏନ୍‌.ଏମ୍‌.): କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ନେତାଜୀ ସୁଭାଷଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ୧୨୬ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶୋଭନୀୟ ଶିକ୍ଷାଶ୍ରମର ଛାତ୍ରଛାତ୍ରୀମାନେ ସକାଳ ୬ଟାରେ ଜାଗରଣ ସଙ୍ଗୀତ ସୂର୍ଯ୍ୟପୂଜା, ଧ୍ୟାନ, ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା ଓ ନାମ ସଂକୀର୍ତ୍ତନ କରିଥିଲେ । ଶିକ୍ଷାଶ୍ରମ ପରିସରରେ ଥିବା…

Read More