ଷଣ୍ଢ ଉପଦ୍ରବରେ ଆତଙ୍କିତ ଜଗତପୁର ଅଞ୍ଚଳବାସୀ: ସିଏମସି ଏଠାରେ ଛାଡ଼ି ଦେଉଥିବା ଅଭିଯୋଗ
ଷଣ୍ଢ ଉପଦ୍ରବରେ ଆତଙ୍କିତ ଜଗତପୁର ଅଞ୍ଚଳବାସୀ: ସିଏମସି ଏଠାରେ ଛାଡ଼ି ଦେଉଥିବା ଅଭିଯୋଗ #ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁରରେ ପୁଣି ଷଣ୍ଢ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଦିନକୁ ଦିନ ଷଣ୍ଢ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅଞ୍ଚଳବାସୀ ଅତିଷ୍ଠ ହୋଇ ପଡ଼ିଲେଣି । ପ୍ରତିଦିନ ନୂଆ ନୂଆ ଷଣ୍ଢମାନଙ୍କୁ ଦେଖି ୱାର୍ଡ ବାସୀ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି । ତେବେ ସିଏମସି କର୍ତ୍ତୃପକ୍ଷଙ୍କ ଯୋଗୁଁ ଜଗତପୁରବାସୀ ଷଣ୍ଢ ଆତଙ୍କରେ କାଳକାଟୁଥିବା…
