ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି
ବ୍ରଜସୁନ୍ଦର ଦାସଙ୍କ ଶ୍ରଦ୍ଧାଞ୍ଜଳି #କିଶନନଗର(ଏନ୍.ଏମ୍.): ସ୍ୱର୍ଗତ ବ୍ରଜସୁନ୍ଦର ଦାସ ଜଣେ ସଂଭ୍ରାନ୍ତ ଜମିଦାର ପରିବାରରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ଭୋଗ ବିଳାସ ଠାରୁ ଦୂରେଇ ରହି ସମାଜସେବା କ୍ଷେତ୍ରରେ ତାଙ୍କ ଦାନ ଅନନ୍ୟ । ସେ ଅତ୍ୟନ୍ତ ସ୍ନେହୀ ଦରଦୀ ମଣିଷ ଭାବରେ ସର୍ବଜନ ଆଦୃତ ଥିଲେ । ସେ କଟକ ମୋଟର ଆସୋସିଏସନରେ ଦୀର୍ଘଦିନ କାର୍ଯ୍ୟରତ ଥିଲେ । ଗାଁ ବୋଧପୁର ପ୍ରାଥମିକ ବିଦ୍ୟାଳୟର ଚେୟାର ମ୍ୟାନ ଥିଲେ । ୧୯୯୨ ମସିହା ଜନତା…
