କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଠାରେ ଦୁଇ ଦିନ ଧରି ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ବେଶ ଆନନ୍ଦିତ ହୋଇଛନ୍ତି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର ଥାନା ଆରକ୍ଷୀ ନିରୀକ୍ଷକ ବିରଞ୍ଚି ନାରାୟଣ ପତି ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର…

Read More

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଓ ଉତ୍ପୀଡ଼ନ ସର୍ବଦା ବର୍ଜନୀୟ- ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀବେ ଦୟା ନୀତିରେ ଆମ ସମସ୍ତଙ୍କୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରାଣୀମାନଙ୍କ ମଙ୍ଗଳ ଓ ସେମାନଙ୍କ ପ୍ରତି ସମୟ ସମୟରେ ହେଉଥିବା ନିଷ୍ଠୁର ଓ ଅମାନବୀୟ ଆଚରଣରୁ ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ଏହାକୁ ଅଧିକ ସଶକ୍ତ…

Read More

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ

ସରକାରୀ ଗୋଚୋର ଜମି ଓ ଖେଳ ପଡିଆ ଜବର୍ ଦାଖଲକୁ ପ୍ରତିବାଦରେ ଅଞ୍ଚଳବାସୀଙ୍କ ବିକ୍ଷୋଭ #ବାରଙ୍ଗ(ଏନ୍‌.ଏମ୍‌.): ସରକାରୀ ଗୋଚର ଜମି ଓ ଖେଳପଡ଼ିଆକୁ ଜବରଦଖଲ କରାଯିବା ପ୍ରତିବାଦରେ ଅଞ୍ଚଳବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ ପ୍ରଶାସନିକ କିଛି ଅସାଧୁ ଅଧିକାରୀଙ୍କୁ ହାତମୁଠାରେ ରଖି ଅଞ୍ଚଳର କିଛି ମୁଷ୍ଠିମେୟ ବ୍ୟକ୍ତି ସରକାରୀ ଜମିକୁ ହଡ଼ପ କରିଥିଲେ ସୁଦ୍ଧା ପ୍ରଶାସନ ଜାଣି ଶୁଣି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି ଶତାଧିକ ଲୋକେ ରାସ୍ତାରୋକ…

Read More