ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ
ଏସଟିଏ ଓଡ଼ିଶାର ନୂଆ ନିୟମ: ଡ୍ରାଇଭିଂ ଲାଇସେନ୍ସ ପାଇଁ ଜାନୁଆରୀ ୨୬ରୁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ #କଟକ(ଏନ୍.ଏମ୍.): ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଅନଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି । ତେବେ ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ । ତେବେ ନୂତନ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡ଼ିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ…
