ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡ଼ିଆରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ କୃଷି ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷକ କର୍ମଶାଳା ଉଦଘାଟିତ ହୋଇଯାଇଛି । ଆଠଗଡ ବିଧାୟକ ତଥା କୃଷି, କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମେଳା ଉଦ୍ଘାଟନ କରିଥିବାବେଳେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା…

Read More

ମହାନଦୀ ତୁଠ ପାଲଟିଛି ମରଣଯନ୍ତା: ଗାଧୋଇବା ବେଳେ ସଲିଳ ସମାଧି

ମହାନଦୀ ତୁଠ ପାଲଟିଛି ମରଣଯନ୍ତା: ଗାଧୋଇବା ବେଳେ ସଲିଳ ସମାଧି #ଜଗତପୁର (ଏନ୍‌.ଏମ୍‌.): ମହାନଦୀ ତୁଠ ଏବେ ପାଲଟିଛି ମରଣଯନ୍ତା । ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଫଳରେ ଦୟନୀୟ ନଦୀ ତୁଠ ଯୋଗୁଁ ଆଜି ଜଣେ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି । ସ୍ଥାନୀୟ ଜଗତପୁରସ୍ଥିତ ବଟେଶ୍ୱର ତୁଠରେ ସକାଳ ପ୍ରାୟ ୭ଟା ସମୟରେ ମହାନଦୀରେ ଗାଧୋଉଥିବା ବେଳେ ଭୂବନପୁର ନୂଆ ସାହି…

Read More

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା

ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ନେଇପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସୂଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ ଯୋଜନା ଅଟେ ଓଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଂଶଧନ ୬୦:୪୦ ଅଟେ । ଗ୍ରାମ ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସରକାରଙ୍କସ୍ତରରେ ଅତ୍ୟନ୍ତ ତୀବ୍ର ନିରୀକ୍ଷଣ ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଗୃହ…

Read More

ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା

ବାଇଗଣ ବସ୍ତିରେ ନେତାଜୀ ଜୟନ୍ତୀ ନେଇ ଆଲୋଚନା ସଭା #କଟକ(ଏନ୍‌.ଏମ୍‌.): ଦେଶର ସ୍ୱାଧୀନତା ଆନ୍ଦୋଳନର ମହାନ ଯୋଦ୍ଧା, ଆପୋଷହୀନ ଧାରାର ନେତା ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏକ ଆଲୋଚନା ସଭା ସିଡିଏ ୮ନମ୍ବର ସେକ୍ଟରର ବାଇଗଣ ବସ୍ତିରେ ପାଳନ ହୋଇଯାଇଛି । ନେତାଜୀ ଜୟନ୍ତୀ ନେଇ ରାଜୁ ହେମ୍ବ୍ରମଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଉପସ୍ଥିତ ଅତିଥିମାନେ ନେତାଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରିବା ସହ ଆଜିର ସମାଜ ନେତାଜୀଙ୍କୁ ଉଚିତ…

Read More

ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ

ଅନ୍ନଦା ପ୍ରସାଦ ରାୟଙ୍କ ୮୬ ତମ ଜୟନ୍ତୀ #କଟକ(ଏନ୍‌.ଏମ୍‌.): ପ୍ରବୀଣ ସାରସ୍ୱତ ସାଧକ, ସ୍ତମ୍ଭକାର ତଥା ରାଜନୀତିଜ୍ଞ ସ୍ୱର୍ଗତ ଅନ୍ନଦା ପ୍ରସାଦ ରାୟଙ୍କ ୮୬ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ବଙ୍ଗାଳୀ ସାହିସି୍ଥତ ରାମକୃଷ୍ଣ କୁଟୀରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ପ୍ରତିଭା ପୂଜା ସଂସଦ ପକ୍ଷରୁ ଆୟୋଜିତ ଏହି ସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ, ସଂସ୍କୃତି ଓ ସାମ୍ବାଦିକତାର ସମୃଦ୍ଧି କ୍ଷେତ୍ରରେ ସ୍ୱର୍ଗତ ରାୟଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ସଂସଦର…

Read More

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’

କଟକରେ ଚାଞ୍ଚଲ୍ୟ:୨ ବର୍ଷ ଛୁଆକୁ ମାରି ନିଜେ ଆତ୍ମହତ୍ୟା କଲେ ସାବତ ମା’ #କଟକ(ଏନ୍‌.ଏମ୍‌.): କଟକରେ ୨ବର୍ଷର ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ମଧୁପାଟଣା ଥାନା ଶ୍ରୀରାମନଗର ବସ୍ତିରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ୨ ବର୍ଷର ପୁତ୍ର ସନ୍ତାନର ତଣ୍ଟି କାଟି ସାବତ ମା’ ଫାଶୀଦେଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତିରେ ମହିଳାଜଣକ ଶିଶୁପୁତ୍ରକୁ ନେଇ…

Read More