ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ

ଜଗତପୁର କୃଷ୍ଣେଶ୍ୱର ମନ୍ଦିରରେ ମକର ଉତ୍ସବ #ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ନିମପୁର ଅଞ୍ଚଳରେ ପାତାଳ ଫୁଟି ଦେବ ଦେବ ମହାଦେବ ପ୍ରଭୁ କୃଷ୍ଣେଶ୍ୱରଙ୍କର ମକର ମେଳା ବେଶ ଆଡମ୍ବର ପୂର୍ଣ୍ଣ ଭାବେ ପାଳିତ ହୋଇଯାଇଛି । ଏହି ମକର ମେଳାରେ ସ୍ଥାନୀୟ ଜଗତପୁର ଅଞ୍ଚଳର ବହୁ ଶ୍ରଦ୍ଧାଳୁ ବାବାଙ୍କର ଏହି ମେଳାରେ ଏକତ୍ରିତ ହୋଇ ଭଜନ କୀର୍ତ୍ତନ ସହିତ ବାବା କୃଷ୍ଣେଶ୍ୱରଙ୍କୁ ମନ୍ଦିର ବେଢା ଚର୍ତୁପାର୍ଶ୍ୱ ଏକ ସୁସଜିତ ବିମାନରେ ବେଢା ପରିକ୍ରମା କରାଯାଇଥିଲା । ମନ୍ଦିର ମୁଖ୍ୟ…

Read More

ବଡ଼ମ୍ବା ଟ୍ରାଜେଡି: ଦଳଚକଟାରେ ୪ଗୁରୁତର ଜଣେ ମୃତ

ବଡ଼ମ୍ବା ଟ୍ରାଜେଡି: ଦଳଚକଟାରେ ୪ଗୁରୁତର ଜଣେ ମୃତ #କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ବଡ଼ମ୍ବାସ୍ଥିତ ସିଂହନାଥଙ୍କ ପୀଠ ଏକ ଐତିହାସିକ ଧର୍ମାନୁଷ୍ଠାନ । ରାଜ୍ୟ କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଏଠାକୁ ଆସିଥାନ୍ତି । ତେବେ ଚଳିତ ବର୍ଷ ଏହି ପୀଠରେ କେତେ ଶ୍ରଦ୍ଧାଳୁଙ୍କ ଆଗମନ ହେବ ସେ ନେଇ ଜିଲ୍ଲାପ୍ରଶାସନ କିମ୍ବା ସ୍ଥାନୀୟ ପୁଲିସ ପ୍ରଶାସନ କେହିବି ଆକଳନ କରିନଥିଲେ । ତେଣୁ ପ୍ରଶାସନ ପକ୍ଷରୁ ସେଠାରେ ମାତ୍ର ୩ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଥିଲା । କିନ୍ତୁ ସେଠାରେ…

Read More

ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର

ସିଂହନାଥ ପୀଠରେ ଅଘଟଣ: ମକର ମେଳା ପାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦଳାଚକଟା, ୨୦ରୁ ଉର୍ଦ୍ଧ୍ୱ ଗରୁତର #ବଡ଼ମ୍ବା(ଏନ୍‌.ଏମ୍‌.): କଟକ ଜିଲ୍ଲା ପ୍ରସିଦ୍ଧ ସିଂହନାଥ ପୀଠରେ ଅଘଟଣ । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଦଳାଚକଟା ହୋଇ ୨୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଗୁରୁତର ହୋଇଥିବାବେଳେ ୪ଜଣଙ୍କ ଅବସ୍ଥା ଶଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । ମହାନଦୀ ଉପରେ ନିର୍ମିତ ଟି-ବ୍ରିଜରେ ଶ୍ରଦ୍ଧାଳୁଙ୍କ ସମାଗମ ହେତୁ ଏଭଳି ଅବସ୍ଥା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, କଟକ ଜିଲ୍ଲା ବଡ଼ମ୍ବା-ଗୋପୀନାଥପୁର…

Read More

ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ

ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ଆଜି ପୁଣି ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ…

Read More

ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ମକର ମେଳା, ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ

ବାବା ଧବଳେଶ୍ୱରଙ୍କ ପୀଠରେ ପବିତ୍ର ମକର ମେଳା, ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ #ଆଠଗଡ଼(ଏନ୍‌.ଏମ୍‌.): କଟକର ଆଠଗଡ଼ ଅଞ୍ଚଳର ଐତିହାସିକ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ ବଡ଼ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇ ଯାଇଛି ପବିତ୍ର ମକର ମେଳା । ଭୋରୁ ଭୋରୁ ବାବା ଧବଳେଶ୍ୱରଙ୍କ ନୀତିକାନ୍ତି ସମାପନ ହେବା ପରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରି ପରମ ତୃପ୍ତି ଲାଭ କରିଥିଲେ । ଘନ କୁହୁଡ଼ି ଭରା ଶୀତୁଆ ସକାଳରେ ବାବା ଧବଳେଶ୍ୱରଙ୍କ ପୀଠ…

Read More