ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ
ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍.ଏମ୍.): ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପାଢୀଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା ନିର୍ଝରିଣୀ ସାମନ୍ତସିଂହାର,ସ୍ୱତନ୍ତ୍ର ଅଧିକାରୀ ପଦ୍ମଜା ଦାସ ଓ ନିଗମର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ…
