୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି

୧୪ରେ ‘ନେତାଜୀ ସୁଭାଷ ସ୍ମୃତି ବାଖ୍ୟାନ ମାଳା ୨୦୨୩’ ପାଇଁ ପ୍ରସ୍ତୁତି #କଟକ(ଏନ୍‌.ଏମ୍‌.): ନେତାଜୀଙ୍କ ଜନ୍ମସ୍ଥାନ କଟକକୁ ଆନ୍ତର୍ଜାତିକସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯାଉଛି । ଏହି ଅବସରରେ ନେତାଜୀ ସୁଭାଷ ସ୍ମୃତି ସଂସଦ ପକ୍ଷରୁ ରାଷ୍ଟ୍ର ଭକ୍ତମାନଙ୍କୁ ଏକତ୍ରିତ କରାଇ “ନେତାଜୀ ସ୍ମାରକୀ ବାଖ୍ୟାନ ମାଳା’ ଅନୁଷ୍ଠିତ କରାଯାଉଛି । ଯାହା ଫଳରେ ନେତାଜୀଙ୍କ ଜନ୍ମ ସ୍ଥାନ କଟକ ସମ୍ପର୍କରେ ବିଶ୍ୱକୁ ଜଣାଇବା ଏବଂ ନେତାଜୀଙ୍କ ସମ୍ପର୍କରେ ଅନାଲୋଚିତ ବିଷୟରେ ଆଲୋଚନା କରିବା ସହ ରାଷ୍ଟ୍ର…

Read More

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି

ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି #କଟକ(ଏନ୍‌.ଏମ୍‌.): କଟକରେ ହକି ବିଶ୍ୱକପକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି । ସହରର ଆବାଳ ବୃଦ୍ଧ ବନିତା ଏଥି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କିଏ ଝୋଡ଼ି ପ୍ରସ୍ତୁତି କରୁଛି ତ ଆଉ କିଏ ଚିତ୍ର କଳା । ଏହି ପ୍ରସ୍ତୁତି ମଧ୍ୟରେ ଆଗରେ ରହିଛନ୍ତି +୩ ତୃତୀୟବର୍ଷର ଛାତ୍ର କମଳଲୋଚନ ପରିଡା । ମାତ୍ର ୨୦ବର୍ଷ ବୟସରେ ସେ ଯେଉଁ କଳାକୃତି ପ୍ରସ୍ତୁତ କରିଛନ୍ତି…

Read More

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ…

Read More

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ

ନବରଙ୍ଗପୁର ରାଜସ୍ୱ ଅମଲା ସଂଘର ବନ୍ଧୁ ମିଳନ #ନବରଙ୍ଗପୁର(ଏନ୍‌.ଏମ୍‌.): ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ପର୍ଯ୍ୟଟନ ସ୍ଥଳୀ ହୀର୍ଲି ଡଙ୍ଗର ଠାରେ ଓଡିଶା ରାଜସ୍ୱ ଅମଲା ସଂଘ ଜିଲ୍ଲା ଶାଖା ନବରଙ୍ଗପୁରର ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନ୍ଧୁ ମିଳନ ପ୍ରାରମ୍ଭରେ ଦିବଙ୍ଗତ ସହକର୍ମୀ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ । ତାପରେ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇ ଥିବା ରାଜସ୍ୱ ଅମଲା ମାନଙ୍କୁ ପୁଷ୍ପ ଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା…

Read More

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ହକି ବିଶ୍ୱକପ୍ ଉଦ୍‌ଘାଟନୀ ପର୍ବ ପାଇଁ ବାରବାଟୀ ପ୍ରସ୍ତୁତ: ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ କଟକ(ଏନ୍‌.ଏମ୍‌.): କଟକ ସହରରେ ଆସନ୍ତା ୧୧ ତାରିଖରେ ହେବାକୁ ଥିବା ହକି ବିଶ୍ୱକପ୍ ଉଦ୍‌ଘାଟନୀ ଉତ୍ସବର ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ବାରବାଟୀ ଷ୍ଟାଡିୟମ ଭିତର ପ୍ରସ୍ତୁତିକୁ ଆଜି ୫-ଟି ସଚିବ ଭିକେ ପାଣ୍ଡିୟାନ୍ ଅନୁଧ୍ୟାନ କରିଛନ୍ତି । ତାଙ୍କ ସହିତ କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଷ୍ଟାଡିୟମରେ ଉପସ୍ଥିତ ଥିଲେ । ଉଦଘାଟନ…

Read More

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଜେନିପୁର ଠାରେ ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦ୍‌ଘାଟନ କରିଥିଲେ । ସମିତି ସଭାପତି ମନୋରଞ୍ଜନ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ତେବେ ଚଳିତ ବର୍ଷ…

Read More

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ

ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ପାଠ୍ୟ ପୁସ୍ତକ ବିତରଣ କାର୍ଯ୍ୟ ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ କରକମଳରେ ପାଠ୍ୟପୁସ୍ତକ ବିତରଣ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଆଗାମୀ ଶିକ୍ଷାବର୍ଷ ୨୦୨୩-୨୪ର ପାଠ୍ୟପୁସ୍ତକ ରାଜ୍ୟର ୩୧୪ ବ୍ଲକ୍‌କୁ ଯୋଗାଣ କାର୍ଯ୍ୟ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହି ଉତ୍ସବରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

Read More