ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ବିଜେଡିର ଦଳୀୟ ସମାବେଶ #ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଜଗତପୁର ୪୮ନମ୍ବର ୱାର୍ଡରେ ବିଜୁ ଜନତା ଦଳର ୨୫ତମ ପୂର୍ତ୍ତି ଉପଲକ୍ଷେ ଦଳୀୟ ସମାବେଶ ଅନୁଷ୍ଟିତ ହୋଇଯାଇଛି । ସ୍ଥାନୀୟ ନଜରପୁର ମେଲୋଡ଼ି ପଡ଼ିଆ ଠାରେ ଆୟୋଜିତ ଏହି ଉତ୍ସବରେ ଉଦଘାଟକ ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗ ଦେଇଥିବାବେଳେ ମୁଖ୍ୟଅତିଥି ଭାବେ ସିଏମସି ମେୟର ସୁବାଷ ସିଂ, ମୁଖ୍ୟବକ୍ତା ଭାବେ ଚୌଦ୍ୱାର କଟକ-ବିଧାୟକ ସୌଭିକ…

Read More

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା

ବିଶ୍ୱକପ ହକି: କଟକ ବାରବାଟୀର ସ୍ଥିତି ଯାଞ୍ଚ କଲେ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା #କଟକ(ଏନ୍‌.ଏମ୍‌.): ଆସନ୍ତା ୧୩ତାରିଖରେ ହକି ମ୍ୟାଚ ଆରମ୍ଭ ହେବାକୁ ଥିବାବେଳେ ୧୧ତାରିଖରେ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । କଟକ ସହରକୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାବେଳେ ସହରର ଆବାଳବୃଦ୍ଧବନିତା ଉତ୍ସାହିତ ହୋଇ ପଡ଼ିଛନ୍ତି । ବାରବାଟୀ ଷ୍ଟାଡ଼ିୟମରେ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବରେ ଦେଶ ବିଦେଶର ବହୁ ଭିଭିଆଇପି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତେଣୁ ବାରବାଟୀ ଷ୍ଟାଡ଼ିୟମକୁ…

Read More

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ

ଦଳିତଙ୍କ ଉପରେ ଆକ୍ରମଣ ମାମଲା: ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ଦ୍ୱାରସ୍ଥ ଗ୍ରାମବାସୀ #କଟକ(ଏନ୍‌.ଏମ୍‌.): ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ସବର୍ଣ୍ଣମାନଙ୍କ ଭୟରେ ସଦର ଥାନା ଉତ୍ତମାପୁର ତୋଟାସାହିର ଦଳିତ ମହିଳାମାନେ ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତ ୬ ତାରିଖରେ ଏହି ଗ୍ରାମରେ ସବର୍ଣ୍ଣ ଅସବର୍ଣ୍ଣଙ୍କ ମଧ୍ୟରେ ସୃଷ୍ଟ ଗଣ୍ଡଗୋଳରେ ଦଳିତ ମହିଳାମାନଙ୍କୁ ଜାତିଗତ ଆକ୍ଷେପ ଆକ୍ରମଣ କରିବା ନେଇ ଥାନାରେ ଏତଲା ଦିଆଯାଇଥିଲା । ମାତ୍ର ପୁଲିସ ଏହି ଅଭିଯୋଗକୁ ପଞ୍ଜିକରଣ କରିନଥିବା ବେଳେ…

Read More

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଝୁଲନ୍ତା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଅଞ୍ଚଳରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ପାରିବାରିକ କଳହକୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋଙ୍କ ଠାରୁ ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ପୀର ବଜାର ଅଣ୍ଡେଇ ସାହିର କିଶୋର ବିଶ୍ୱାସ (୬୧) ଘର ଭିତରେ ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ । ମୃତକ ଜଣଙ୍କ ଅବସର ପ୍ରାପ୍ତ ମେଡିକାଲ କର୍ମଚାରୀ ଥିଲେ…

Read More

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ

ବିବାହର ପ୍ରତିଶ୍ରୁତି ଦେଇ ସହମତିରେ ଶାରିରୀକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ହାଇକୋର୍ଟ #କଟକ (ଏନ୍‌.ଏମ୍‌.): ବିବାହର ପ୍ରତିଶ୍ରୁତି ଦେଇ ଜଣେ ପ୍ରାପ୍ତ ବୟସ୍କ ମହିଳାଙ୍କ ସହିତ ସହମତିରେ ଶାରିରୀକ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବୋଲି ଧରାଯିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏକ ରାୟ ଦେଇଛନ୍ତି । ନ୍ୟାୟମୂର୍ତ୍ତି ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଦୁଷ୍କର୍ମ ମାମଲାରେ ଜାମିନ ଆବେଦନର ଶୁଣାଣି କରି ଏହି ରାୟ ଦେଇଥିବା ଜଣାପଡ଼ିଛି ।…

Read More